ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଟ   ବିଶେଷ୍ୟ

ଅର୍ଥ : ବେଶ୍ୟା ସହିତ ସଂଭୋଗ କରୁଥିବା ଲୋକ

ଉଦାହରଣ : ଲମ୍ପଟର ଜୀବନ କଳହପୂର୍ଣ୍ଣ ହୋଇଥାଏ

ସମକକ୍ଷ : କାମୁକ, ଭାଡ଼ୁଆ, ଲମ୍ପଟ

वेश्या से सम्भोग करनेवाला व्यक्ति।

रंडीबाज का जीवन कलहपूर्ण होता है।
ऐयाश, ऐयाशी, तमाशबीन, बैसिक, रंडीबाज, रंडीबाज़, वेश्यागामी, सरदार

Someone who patronizes prostitutes.

wencher

ଅର୍ଥ : ଗାଜର ଭଳି ଗୋଟିଏ ଗୋଲ କନ୍ଦ

ଉଦାହରଣ : ମା ଆଜି ବିଟର ତରକାରି ତିଆରି କରୁଛନ୍ତି

गाजर की तरह का एक गोल कंद।

माँ आज चुकंदर की सब्जी बना रही है।
चुकंदर, चुकन्दर, सलक

Round red root vegetable.

beet, beetroot

ଅର୍ଥ : କାମ ବାସନାରେ ଅତ୍ୟଧିକ ଲିପ୍ତ ରହୁଥିବା ବ୍ୟକ୍ତି

ଉଦାହରଣ : କାମୁକକୁ ଜୀବନର ସୁଖ କାମବାସନାରେ ହିଁ ଦେଖାଯାଏ

ସମକକ୍ଷ : କାମୁକ, ଚରିତ୍ରହୀନ, ବିଟପ, ବ୍ୟଭିଚାରୀ, ଲମ୍ପଟ

काम वासना में अत्यधिक लिप्त रहने वाला व्यक्ति।

कामुक को जीवन का सुख काम वासना में ही दिखाई पड़ता है।
अनुक, इश्क-बाज, इश्कबाज, इश्क़-बाज़, इश्क़बाज़, कामकूट, कामी, कामुक, नागरीट, नागवीट, भोगी, मधुकर, रंगरसिया, रङ्गरसिया, लंपट, लम्पट, विलासी, विषयी, शोहदा