ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୋଲ ମାନିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୋଲ ମାନିବା   କ୍ରିୟାପଦ

ଅର୍ଥ : କାହାର ଆଜ୍ଞାକୁ ମାନିକରି ତାଙ୍କ କହିବା ଅନୁସାରେ କାମକରିବା

ଉଦାହରଣ : ସେ ନିଜ ପିତାଙ୍କର ଆଜ୍ଞା ପାଳନ କଲା ଏବଂ ବସିକରି ପାଠପଢ଼ିଲା

ସମକକ୍ଷ : ଆଜ୍ଞା ପାଳନ କରିବା, କଥା ମାନିବା

किसी की आज्ञा को मानते हुए उसके कहे अनुसार काम करना।

उसने अपने पिता की आज्ञा का पालन किया और बैठकर पढ़ने लगा।
आज्ञा पालन करना, कहा करना, बात मानना

Be obedient to.

obey