ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଥା ମାନିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଥା ମାନିବା   କ୍ରିୟାପଦ

ଅର୍ଥ : କାହାର ଆଜ୍ଞାକୁ ମାନିକରି ତାଙ୍କ କହିବା ଅନୁସାରେ କାମକରିବା

ଉଦାହରଣ : ସେ ନିଜ ପିତାଙ୍କର ଆଜ୍ଞା ପାଳନ କଲା ଏବଂ ବସିକରି ପାଠପଢ଼ିଲା

ସମକକ୍ଷ : ଆଜ୍ଞା ପାଳନ କରିବା, ବୋଲ ମାନିବା

किसी की आज्ञा को मानते हुए उसके कहे अनुसार काम करना।

उसने अपने पिता की आज्ञा का पालन किया और बैठकर पढ़ने लगा।
आज्ञा पालन करना, कहा करना, बात मानना

Be obedient to.

obey

ଅର୍ଥ : ଆଜ୍ଞା ପାଳନ କରିବା

ଉଦାହରଣ : ଯୁକ୍ତିତର୍କ ନକରି ଆପଣଙ୍କର ଆଜ୍ଞା ପାଳନ କରିବା ଉଚିତ

ସମକକ୍ଷ : ଆଜ୍ଞା ପାଳନ କରିବା, ଆଜ୍ଞା ମାନିବା, ଆଦେଶ ମାନିବା

आज्ञा का पालन करना।

आपको बिना बहस किए आज्ञापालन करना चाहिए।
आज्ञा मानना, आज्ञापालन करना, कहना मानना, कहा मानना

Be obedient to.

obey