ଅର୍ଥ : କାହାର ଆଜ୍ଞାକୁ ମାନିକରି ତାଙ୍କ କହିବା ଅନୁସାରେ କାମକରିବା
ଉଦାହରଣ :
ସେ ନିଜ ପିତାଙ୍କର ଆଜ୍ଞା ପାଳନ କଲା ଏବଂ ବସିକରି ପାଠପଢ଼ିଲା
ସମକକ୍ଷ : କଥା ମାନିବା, ବୋଲ ମାନିବା
ଅର୍ଥ : ଆଜ୍ଞା ପାଳନ କରିବା
ଉଦାହରଣ :
ଯୁକ୍ତିତର୍କ ନକରି ଆପଣଙ୍କର ଆଜ୍ଞା ପାଳନ କରିବା ଉଚିତ
ସମକକ୍ଷ : ଆଜ୍ଞା ମାନିବା, ଆଦେଶ ମାନିବା, କଥା ମାନିବା