ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୋର୍ଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୋର୍ଡ଼   ବିଶେଷ୍ୟ

ଅର୍ଥ : ଯେଉଁ ସମିତି ନିକଟରେ ନିରୀକ୍ଷଣାତ୍ମକ ବା ପର୍ଯ୍ୟବେକ୍ଷିତ ଶକ୍ତି ଥାଏ

ଉଦାହରଣ : ପରିଷଦର ନିର୍ଣ୍ଣୟ ସର୍ବମାନ୍ୟ ହେବ

ସମକକ୍ଷ : ପରିଷଦ

वह समिति जिसके पास निरीक्षणात्मक या पर्यवेक्षी शक्ति हो।

परिषद् का निर्णय सर्वमान्य होगा।
परिषद, परिषद्, बोर्ड

A committee having supervisory powers.

The board has seven members.
board

ଅର୍ଥ : ଧାତୁ, ପଥର, ବା କାଠ ଆଦିରେ ତିଆରି ହୋଇଥିବା ଯେଉଁ ପଟା ଉପରେ କିଛି ଲେଖା ବା ତିଆରି କରାଯାଇଥାଏ ବା ଯାହା ମାଧ୍ୟମରେ କିଛି ସୂଚନା ଦିଆଯାଇଥାଏ

ଉଦାହରଣ : ଗୁରୁଜୀ କଳାପଟାରେ ଗଣିତ ବୁଝାଉଛନ୍ତି

ସମକକ୍ଷ : କଳାପଟା

धातु, पत्थर या लकड़ी आदि की बनी हुई वह पटरी जिस पर कुछ लिखा या बनाया जाता है या जिसके माध्यम से कोई सूचना दी जाती है।

गुरुजी बोर्ड पर गणित समझा रहे हैं।
सड़क के किनारे जगह-जगह पर दिग्दर्शक फलक लगे हुए हैं।
पट्ट, फल, फलक, बोर्ड

A flat piece of material designed for a special purpose.

He nailed boards across the windows.
board