ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିଷଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିଷଦ   ବିଶେଷ୍ୟ

ଅର୍ଥ : ଯେଉଁ ସମିତି ନିକଟରେ ନିରୀକ୍ଷଣାତ୍ମକ ବା ପର୍ଯ୍ୟବେକ୍ଷିତ ଶକ୍ତି ଥାଏ

ଉଦାହରଣ : ପରିଷଦର ନିର୍ଣ୍ଣୟ ସର୍ବମାନ୍ୟ ହେବ

ସମକକ୍ଷ : ବୋର୍ଡ଼

वह समिति जिसके पास निरीक्षणात्मक या पर्यवेक्षी शक्ति हो।

परिषद् का निर्णय सर्वमान्य होगा।
परिषद, परिषद्, बोर्ड

A committee having supervisory powers.

The board has seven members.
board

ଅର୍ଥ : ନିର୍ବାଚିତ କିମ୍ବା ନିଯୁକ୍ତ ସଦସ୍ୟମାନଙ୍କର ସଭା

ଉଦାହରଣ : ପରିଷଦରେ ସମସ୍ତ ନିର୍ବାଚିତ ସଦସ୍ୟ ଉପସ୍ଥିତ ନ ଥିଲେ

निर्वाचित या नियुक्त सदस्यों की सभा।

परिषद् में सभी निर्वाचित सदस्य उपस्थित नहीं थे।
परिषद, परिषद्

A body serving in an administrative capacity.

Student council.
council

ଅର୍ଥ : ଲୋକମାନଙ୍କର ଔପଚାରିକ ଦଳ ବା ସଙ୍ଗଠନ

ଉଦାହରଣ : ଫେବୃୟାରୀରେ ସଂସଦ ସଭା ସମାପ୍ତ କରାଯିବ ସଭାରେ ଉପସ୍ଥିତ ସବୁଲୋକଙ୍କୁ ମୁଁ ହାର୍ଦିକ ଅଭିନନ୍ଦନ କରୁଛି

ସମକକ୍ଷ : ଅଭିଷଦ, ଅସୋସିଏଶନ, କମିଟି, ଗୋଷ୍ଠି, ସଭା, ସମିତି

लोगों का औपचारिक दल या संगठन।

सभा में उपस्थित सभी लोगों का मैं हार्दिक अभिनंदन करता हूँ।
अभिषद, असोसिएशन, कमिटी, कमेटी, गोष्ठी, सभा, समज्या, समिति

ଅର୍ଥ : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ

ଉଦାହରଣ : ରାମ ଏକ ବେସରକାରୀ ସଂଗଠନର ସଦସ୍ୟ

ସମକକ୍ଷ : ପ୍ରତିଷ୍ଠାନ, ସଂଗଠନ, ସଂସ୍ଥା

लोगों आदि का वह समूह जो एक साथ कोई काम करता हो।

राम एक गैरसरकारी संगठन का सदस्य है।
असोसीएशन, असोसीऐशन, एसोसिएशन, ऑर्गनाइजेशन, तनजीम, संगठन, संघटन, संस्था

A group of people who work together.

organisation, organization

ଅର୍ଥ : ଲୋକଙ୍କ ସଭା ଯାହା ବିଚାର -ବିମର୍ଷପାଇଁ ହୋଇଥାଏ

ଉଦାହରଣ : ପରିଷଦରେ ବିଭିର୍ନ୍ନ ଦାବି ଉପରେ ବିଚାର-ବିମର୍ଷ ହେଲା

ସମକକ୍ଷ : କାଉନସିଲ

लोगों की सभा जो विचार-विमर्श के लिए हो।

परिषद् में विभिन्न मुद्दों पर विचार-विमर्श हुआ।
काउंसिल, काउन्सिल, परिषद, परिषद्

A meeting of people for consultation.

Emergency council.
council