ଅର୍ଥ : ଧାତୁ, ପଥର, ବା କାଠ ଆଦିରେ ତିଆରି ହୋଇଥିବା ଯେଉଁ ପଟା ଉପରେ କିଛି ଲେଖା ବା ତିଆରି କରାଯାଇଥାଏ ବା ଯାହା ମାଧ୍ୟମରେ କିଛି ସୂଚନା ଦିଆଯାଇଥାଏ
ଉଦାହରଣ :
ଗୁରୁଜୀ କଳାପଟାରେ ଗଣିତ ବୁଝାଉଛନ୍ତି
ସମକକ୍ଷ : ବୋର୍ଡ଼
ଅର୍ଥ : ବିଦ୍ୟାଳୟର ଶ୍ରେଣୀରେ କାନ୍ଥରେ ଥିବା ଯେଉଁ କଳା ରଙ୍ଗର ପଥରରେ ଲେଖିବା କାର୍ଯ୍ୟରେ ଲାଗେ
ଉଦାହରଣ :
କଳାପଟାରେ ପ୍ରତିଦିନ ନୂଆ ନୂଆ ନୀତିବାକ୍ୟ ଲେଖାଯାଏ
ସମକକ୍ଷ : ବ୍ଲାକ୍ ବୋର୍ଡ଼୍
ଅର୍ଥ : କାଠରେ ନିର୍ମିତ ଯେଉଁ କଳା ରଙ୍ଗର ଚାରିକୋଣିଆ ପଟା ଉପରେ ଲେଖାଯାଏ
ଉଦାହରଣ :
ଶିକ୍ଷକ କଳାପଟାରେ ଉତ୍ତର ଲେଖୁଛନ୍ତି
ସମକକ୍ଷ : ବ୍ଲାକବୋର୍ଡ଼୍