ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୈରାଗ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୈରାଗ୍ୟ   ବିଶେଷ୍ୟ

ଅର୍ଥ : ସାଂସାରିକ ସୁଖଭୋଗରେ ପରିପୂର୍ଣ୍ଣତା ଆସିଲେ ତା ପ୍ରତି ଆସକ୍ତି ନରହିବା ଅବସ୍ଥା ବା ଭାବ

ଉଦାହରଣ : ତାହର ସଂସାର ପ୍ରତି ବୈରାଗ୍ୟ ଆସିଯାଇଛି ମନ ଛାଡ଼ିଯାଇଛି

ସମକକ୍ଷ : ଉଚ୍ଚାଟ, ଉଦାସୀନତା, ନିବୃତ୍ତ, ବିରାଗ

सांसारिक सुख-भोगों से मन भर जाने के कारण उनकी ओर प्रवृत्ति न रह जाने की अवस्था या भाव।

विरक्ति मनुष्य को निर्भय बनाती है।
मन उचाट हो गया है।
आरति, उचाट, उचाटी, उच्चाट, बैराग, बैराग्य, विरक्ति, विरति, वैराग, वैराग्य

Freeing from false belief or illusions.

disenchantment, disillusion, disillusionment

ଅର୍ଥ : ଆସକ୍ତ ନହେବା ଅବସ୍ଥା ବା ଭାବ

ଉଦାହରଣ : ଅନାସକ୍ତି କାରଣରୁ ଲୋକେ ବୈରାଗ୍ୟ ଅନୁଭବ କରନ୍ତି

ସମକକ୍ଷ : ଅନାସକ୍ତି, ଆସକ୍ତିହୀନତା, ନିର୍ଲିପ୍ତତା

आसक्त न होने की अवस्था या भाव।

अनासक्ति के कारण ही लोग वैराग्य धारण कर लेते हैं।
अनासक्ति, अपराग, अरति, अवसादन, असंसक्ति, आसक्तिहीनता, इंद्रियासंग, इन्द्रियासङ्ग, उदासीनता, निर्लिप्ति, विरक्ति, विराग, विषयत्याग

Freeing from false belief or illusions.

disenchantment, disillusion, disillusionment

ବୈରାଗ୍ୟ   ବିଶେଷଣ

ଅର୍ଥ : ଯେ ସାଂସାରିକ ବସ୍ତୁ ତଥା ସୁଖ ପ୍ରତି ରାଗ ବା ଆସକ୍ତିକୁ ପୂରାପୂରି ଛାଡ଼ି ଦେଇଛନ୍ତି

ଉଦାହରଣ : ଜରା, ମୃତ୍ୟୁଆଦି ଦେଖିଲା ପରେ ଭଗବାନ ବୁଦ୍ଧ ସଂସାର ପ୍ରତି ବିରାଗ ପ୍ରକାଶ କଲେ

ସମକକ୍ଷ : ଔଦାସୀନ୍ୟ, ବିତୃଷ୍ଣ, ବିମୁଖ, ବିରକ୍ତ, ବିରାଗ

जिसने सांसारिक वस्तुओं तथा सुखों के प्रति राग अथवा आसक्ति बिलकुल छोड़ दी हो।

विरक्त सिद्धार्थ को कठोर साधना के बाद बोध गया में बोधी वृक्ष के नीचे ज्ञान प्राप्त हुआ।
अपाश्रित, अमुग्ध, अरत, अराग, अवरत, असंसारी, उदासीन, कामनारहित, तसव्वुफ, तसव्वुफ़, तसौवफ, तसौवफ़, निरीह, बैरागी, रागहीन, विमुख, विरक्त, विरत, विरागी, वैरागी, संन्यासी, सन्नासी, सन्यासी

Freed from enchantment.

disenchanted