ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିବୃତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିବୃତ୍ତ   ବିଶେଷ୍ୟ

ଅର୍ଥ : ସାଂସାରିକ ସୁଖଭୋଗରେ ପରିପୂର୍ଣ୍ଣତା ଆସିଲେ ତା ପ୍ରତି ଆସକ୍ତି ନରହିବା ଅବସ୍ଥା ବା ଭାବ

ଉଦାହରଣ : ତାହର ସଂସାର ପ୍ରତି ବୈରାଗ୍ୟ ଆସିଯାଇଛି ମନ ଛାଡ଼ିଯାଇଛି

ସମକକ୍ଷ : ଉଚ୍ଚାଟ, ଉଦାସୀନତା, ବିରାଗ, ବୈରାଗ୍ୟ

सांसारिक सुख-भोगों से मन भर जाने के कारण उनकी ओर प्रवृत्ति न रह जाने की अवस्था या भाव।

विरक्ति मनुष्य को निर्भय बनाती है।
मन उचाट हो गया है।
आरति, उचाट, उचाटी, उच्चाट, बैराग, बैराग्य, विरक्ति, विरति, वैराग, वैराग्य

Freeing from false belief or illusions.

disenchantment, disillusion, disillusionment

ନିବୃତ୍ତ   ବିଶେଷଣ

ଅର୍ଥ : ଯେ ନିଜର କାର୍ଯ୍ୟ ବା କର୍ତ୍ତବ୍ୟରୁ ମୁକ୍ତ ହୋଇସାରିଛି

ଉଦାହରଣ : ସେ ସାଂସାରିକ ମୋହରୁ ନିବୃତ୍ତ ହୋଇ ସନ୍ୟାସ ଗ୍ରହଣ କରିଛନ୍ତି ମୁଁ ନିଜ କାମରୁ ମୁକ୍ତ ହୋଇଗଲି

ସମକକ୍ଷ : ବିରତ, ମୁକ୍ତ

जो अपने कार्य या कर्तव्य से मुक्त हो चुका हो।

उसने सांसारिक मोह से निवृत्त होकर संन्यास ले लिया।
मैं अपने काम से विरत हो गया।
निवृत्त, विमुख, विरत, श्रांत

ଅର୍ଥ : ବାସନା ଏବଂ ମନକୁ ବଶରେ ରଖିବା ବ୍ୟକ୍ତି

ଉଦାହରଣ : ସଂଯତ ବ୍ୟକ୍ତି ହିଁ ଧର୍ମ ସାଧନାର ଚରମତାକୁ ଛୁଇଁ ପାରେ

ସମକକ୍ଷ : ନିଗ୍ରହୀ, ନିୟନ୍ତ୍ରିତ, ସଂଯତ, ସଂଯମୀ

वासनाओं और मन को वश में रखने वाला।

संयत व्यक्ति ही धर्म साधना के चरम को छू सकता है।
निग्रही, संयत