ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିରକ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିରକ୍ତ   ବିଶେଷ୍ୟ

ଅର୍ଥ : ଚିଡ଼ିବାର ପ୍ରକ୍ରିୟା

ଉଦାହରଣ : ଛୋଟଛୋଟ କଥାରେ ଚଡ଼ିଚିଡ଼ା ହେବା ଭଲ ନୁହେଁ

ସମକକ୍ଷ : ଚିଡ଼ିଚିଡ଼ା

झुंझलाने की अवस्था या भाव।

छोटी-छोटी बात पर झुंझलाहट अच्छी नहीं।
चिड़चिड़ाहट, झल्लाहट, झुंझलाहट

A vicious angry growl.

snarl

ଅର୍ଥ : କୋପ ଭାବ ବା ସେହିପ୍ରକାର କ୍ରୋଧ ଯାହା ମନେମନେ ରହେ

ଉଦାହରଣ : ମୋ କଥା ଶୁଣି ତାଙ୍କୁ ଚିଡ଼ା ଲାଗୁଥିଲା

ସମକକ୍ଷ : ଚିଡ଼ା

खीजने का भाव या वह क्रोध जो मन-ही-मन रहे।

उसकी खीज देखकर सब उसे और चिढ़ाने लगे।
अनख, कुढ़न, खीज, खीझ, खीस, खुंदक, झुँझलाहट, भँड़ास

Agitation resulting from active worry.

Don't get in a stew.
He's in a sweat about exams.
fret, lather, stew, sweat, swither

ବିରକ୍ତ   ବିଶେଷଣ

ଅର୍ଥ : ଯେ ସାଂସାରିକ ବସ୍ତୁ ତଥା ସୁଖ ପ୍ରତି ରାଗ ବା ଆସକ୍ତିକୁ ପୂରାପୂରି ଛାଡ଼ି ଦେଇଛନ୍ତି

ଉଦାହରଣ : ଜରା, ମୃତ୍ୟୁଆଦି ଦେଖିଲା ପରେ ଭଗବାନ ବୁଦ୍ଧ ସଂସାର ପ୍ରତି ବିରାଗ ପ୍ରକାଶ କଲେ

ସମକକ୍ଷ : ଔଦାସୀନ୍ୟ, ବିତୃଷ୍ଣ, ବିମୁଖ, ବିରାଗ, ବୈରାଗ୍ୟ

जिसने सांसारिक वस्तुओं तथा सुखों के प्रति राग अथवा आसक्ति बिलकुल छोड़ दी हो।

विरक्त सिद्धार्थ को कठोर साधना के बाद बोध गया में बोधी वृक्ष के नीचे ज्ञान प्राप्त हुआ।
अपाश्रित, अमुग्ध, अरत, अराग, अवरत, असंसारी, उदासीन, कामनारहित, तसव्वुफ, तसव्वुफ़, तसौवफ, तसौवफ़, निरीह, बैरागी, रागहीन, विमुख, विरक्त, विरत, विरागी, वैरागी, संन्यासी, सन्नासी, सन्यासी

Freed from enchantment.

disenchanted

ଅର୍ଥ : ଯେ କୌଣସି କାମ, ବସ୍ତୁ, ବ୍ୟକ୍ତିଆଦି ପ୍ରତି ବିରକ୍ତ ପ୍ରକାଶ କରିଛି

ଉଦାହରଣ : କାମରେ ବିରକ୍ତ ହୋଇ ସ୍ତ୍ରୀଲୋକମାନେ ସିନେମା ଦେଖିବାକୁ ଚାଲିଗଲେ

जो किसी काम, वस्तु,व्यक्ति आदि से ऊब चुका हो।

काम से ऊबी महिलाएँ सिनेमा देखने चली गयीं।
उकताया, उचाट, ऊबा, बेज़ार

Uninterested because of frequent exposure or indulgence.

His blase indifference.
A petulant blase air.
The bored gaze of the successful film star.
blase, bored