ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଚ୍ଚାଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଚ୍ଚାଟ   ବିଶେଷ୍ୟ

ଅର୍ଥ : ସାଂସାରିକ ସୁଖଭୋଗରେ ପରିପୂର୍ଣ୍ଣତା ଆସିଲେ ତା ପ୍ରତି ଆସକ୍ତି ନରହିବା ଅବସ୍ଥା ବା ଭାବ

ଉଦାହରଣ : ତାହର ସଂସାର ପ୍ରତି ବୈରାଗ୍ୟ ଆସିଯାଇଛି ମନ ଛାଡ଼ିଯାଇଛି

ସମକକ୍ଷ : ଉଦାସୀନତା, ନିବୃତ୍ତ, ବିରାଗ, ବୈରାଗ୍ୟ

सांसारिक सुख-भोगों से मन भर जाने के कारण उनकी ओर प्रवृत्ति न रह जाने की अवस्था या भाव।

विरक्ति मनुष्य को निर्भय बनाती है।
मन उचाट हो गया है।
आरति, उचाट, उचाटी, उच्चाट, बैराग, बैराग्य, विरक्ति, विरति, वैराग, वैराग्य

Freeing from false belief or illusions.

disenchantment, disillusion, disillusionment