ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେରୋଜଗାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେରୋଜଗାରୀ   ବିଶେଷ୍ୟ

ଅର୍ଥ : ଜୀବିକା ତୁଲାଇବାପାଇଁ ଲୋକ ହାତରେ କିଛି କାମ ଧନ୍ଦା ନଥିବା ଅବସ୍ଥା

ଉଦାହରଣ : ଦିନକୁଦିନ ବେକାରି ସମସ୍ୟା ବଢ଼ିଯାଉଛି

ସମକକ୍ଷ : ବେକାରି

वह अवस्था जिसमें जीविका-निर्वाह के लिए मनुष्य के हाथ में कोई काम धंधा नहीं रहता।

दिन-प्रतिदिन बेरोज़गारी की समस्या बढ़ती जा रही है।
बेकारी, बेरोजगारी, बेरोज़गारी

The state of being unemployed or not having a job.

Unemployment is a serious social evil.
The rate of unemployment is an indicator of the health of an economy.
unemployment

ଅର୍ଥ : ଯାହା ହାତରେ ଜୀବିକା ନିର୍ବାହ ପାଇଁ କିଛି କାମଧନ୍ଦା ନ ଥାଏ

ଉଦାହରଣ : ଦିନକୁ ଦିନ ବେରୋଜଗାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଯାଉଛି

ସମକକ୍ଷ : ବେରୋଜଗାର

वह जिसके हाथ में जीविका-निर्वाह के लिए कोई काम-धंधा न हो।

दिन प्रतिदिन बेरोज़गारों की संख्या बढ़ती जा रही है।
अव्यापारी, बेरोजगार, बेरोज़गार

People who are involuntarily out of work (considered as a group).

The long-term unemployed need assistance.
unemployed, unemployed people

ବେରୋଜଗାରୀ   ବିଶେଷଣ

ଅର୍ଥ : ଯେ ବେପାରି ବା ରୋଜଗାରୀ ନୁହେଁ

ଉଦାହରଣ : ସେ ବେରୋଜଗାରୀ ବ୍ୟକ୍ତିକୁ ବିବାହ କରିବାପାଇଁ ମନା କରିଦେଲା

जो व्यापारी या रोजगारी न हो।

उसने अव्यापारी व्यक्ति से विवाह करने से मना कर दिया।
अव्यापारी