ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଶ୍ଳେଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଶ୍ଳେଷଣ   ବିଶେଷ୍ୟ

ଅର୍ଥ : ଭଲ ଭବରେ ବୁଝି କୌଣସି କଥା କହିବା ପ୍ରକ୍ରିୟା

ଉଦାହରଣ : ଆବିଷ୍କାରକଙ୍କ ବ୍ୟାଖ୍ୟା ଶୁଣି ସମସ୍ତେ ସନ୍ତୁଷ୍ଟ ହୋଇଗଲେ

ସମକକ୍ଷ : ପ୍ରତିପାଦନ, ବ୍ୟାଖ୍ୟା

अच्छी तरह समझकर कोई बात कहने की क्रिया।

आविष्कारक का प्रतिपादन सुनकर सभी संतुष्ट हो गए।
प्रतिपत्ति, प्रतिपादन, वाच्य

Proof by a process of argument or a series of proposition proving an asserted conclusion.

demonstration, monstrance

ଅର୍ଥ : ତଥ୍ୟ ବା ବାସ୍ତବିକ ସ୍ବରୂପ ସନ୍ମୁଖକୁ ଆସିବା ନିମନ୍ତେ କୌଣସି ବିଷୟର ସବୁ ଅଙ୍ଗକୁ ଏହି ଦୃଷ୍ଟିରୁ ଅନୁସନ୍ଧାନ କରିବାର କ୍ରିୟା

ଉଦାହରଣ : ବୈଜ୍ଞାନିକ ଅନ୍ତରୀକ୍ଷଯାନରୁ ପ୍ରାପ୍ତ ଡାଟାର ବିଶ୍ଳେଷଣରେ ଲାଗିଛନ୍ତି

किसी विषय के सब अंगों की इस दृष्टि से छानबीन करने की क्रिया कि उनका तथ्य या वास्तविक स्वरूप सामने आ जाए।

वैज्ञानिक अंतरिक्षयान से प्राप्त डाटा के विश्लेषण में लगे हैं।
विश्लेषण

ଅର୍ଥ : କୌଣସି କଥାର ବିଚାର କିମ୍ବା ବିବେଚନା

ଉଦାହରଣ : ସମ୍ମିଳିତ ଭାବରେ ବେରୋଜଗାରୀ ଉପରେ ବିଚାର ବିମର୍ଶ କରାଯାଉଅଛି

ସମକକ୍ଷ : ଆଲୋଚନା, ବିଚାର ବିମର୍ଶ, ସମାଲୋଚନା

किसी बात का विचार या विवेचन।

गोष्ठी में बेरोज़गारी के ऊपर विचार विमर्श किया जा रहा है।
आलोड़न, विचार-विमर्श, विमर्श, सोच विचार

An exchange of views on some topic.

We had a good discussion.
We had a word or two about it.
discussion, give-and-take, word

ଅର୍ଥ : ଚିକିତ୍ସାବିଦ୍ୟାରେ,ବାୟୁର ପ୍ରକୋପରେ ଘା’ ବା ବଥ ଯୋଗୁଁ ହେଉଥିବା ଏକ ପ୍ରକାରର ପୀଡା

ଉଦାହରଣ : ବୈଂଦ୍ୟରାଜ ତାଙ୍କୁ ବିଶ୍ଳେଷଣର ଔଷଧ ଦେଇଦେଲେ

वैद्यक में, वायु के प्रकोप से घाव या फोड़े में होने वाली एक तरह की पीड़ा।

वैद्य जी ने उन्हें विश्लेषण की दवा दे दी।
विश्लेषण

A symptom of some physical hurt or disorder.

The patient developed severe pain and distension.
hurting, pain