ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଚାର ବିମର୍ଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଚାର ବିମର୍ଶ   ବିଶେଷ୍ୟ

ଅର୍ଥ : କୌଣସି କଥାର ବିଚାର କିମ୍ବା ବିବେଚନା

ଉଦାହରଣ : ସମ୍ମିଳିତ ଭାବରେ ବେରୋଜଗାରୀ ଉପରେ ବିଚାର ବିମର୍ଶ କରାଯାଉଅଛି

ସମକକ୍ଷ : ଆଲୋଚନା, ବିଶ୍ଳେଷଣ, ସମାଲୋଚନା

किसी बात का विचार या विवेचन।

गोष्ठी में बेरोज़गारी के ऊपर विचार विमर्श किया जा रहा है।
आलोड़न, विचार-विमर्श, विमर्श, सोच विचार

An exchange of views on some topic.

We had a good discussion.
We had a word or two about it.
discussion, give-and-take, word

ଅର୍ଥ : କଣ ଠିକ କିମ୍ବା କଣ ହେବା ଉଚିତ ସେ ବିଷୟରେ ଅନ୍ୟ ସହିତ ମିଶି ଜାଣିବାର କ୍ରିୟା

ଉଦାହରଣ : ପ୍ରଧାନମନ୍ତ୍ରୀ ଏହି ସମସ୍ୟାର ସମାଧାନ କରିବାପାଇଁ ସବୁ ମନ୍ତ୍ରୀମାନଙ୍କର ପରାମର୍ଶ ନେବାକୁ ଚାହୁଁଛନ୍ତି

ସମକକ୍ଷ : ପରାମର୍ଶ, ମନ୍ତ୍ରଣା

आपस में मिलकर यह जानने की क्रिया कि क्या ठीक है अथवा क्या होना चाहिए।

प्रधानमंत्रीजी इस समस्या को हल करने के लिए सभी मंत्रियों से परामर्श लेना चाहते हैं।
परामर्श, प्रतिजल्प, मंत्रणा, मन्त्रणा, मशवरा, मशविरा, विचार-विमर्श, सलाह, सलाह-मशविरा

A proposal for an appropriate course of action.

advice