ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିପାଦନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିପାଦନ   ବିଶେଷ୍ୟ

ଅର୍ଥ : ଭଲ ଭବରେ ବୁଝି କୌଣସି କଥା କହିବା ପ୍ରକ୍ରିୟା

ଉଦାହରଣ : ଆବିଷ୍କାରକଙ୍କ ବ୍ୟାଖ୍ୟା ଶୁଣି ସମସ୍ତେ ସନ୍ତୁଷ୍ଟ ହୋଇଗଲେ

ସମକକ୍ଷ : ବିଶ୍ଳେଷଣ, ବ୍ୟାଖ୍ୟା

अच्छी तरह समझकर कोई बात कहने की क्रिया।

आविष्कारक का प्रतिपादन सुनकर सभी संतुष्ट हो गए।
प्रतिपत्ति, प्रतिपादन, वाच्य

Proof by a process of argument or a series of proposition proving an asserted conclusion.

demonstration, monstrance

ଅର୍ଥ : ନିଜର ମତକୁ ପୁଷ୍ଟ କରିବା ପାଇଁ ପ୍ରମାଣପୂର୍ବକ କିଛି କହିବା କ୍ରିୟା

ଉଦାହରଣ : ବୈଜ୍ଞାନିକ ଜଣଙ୍କ ନିଜର ନୂଆ ମତ ପ୍ରତିପାଦନ କଲେ

ସମକକ୍ଷ : ନିର୍ଣ୍ଣୟ, ନିର୍ବାହ, ମୀମାଂସନ, ସମ୍ପାଦନ

अपना मत पुष्ट करने के लिए प्रमाणपूर्वक कुछ कहने की क्रिया।

वैज्ञानिक ने अपने नये मत का प्रतिपादन किया।
अभिमंडन, अभिमण्डन, प्रतिपादन

ପ୍ରତିପାଦନ   କ୍ରିୟାପଦ

ଅର୍ଥ : ଚରିତାର୍ଥ କରିବା

ଉଦାହରଣ : ସେ ରାମର ଅଭିନୟ ବହୁତ ଭଲ ଭାବରେ ନିର୍ବାହ କଲେ

ସମକକ୍ଷ : ନିର୍ବାହ, ସଂପାଦନ

चरितार्थ करना।

उसने राम का अभिनय बहुत अच्छी तरह से निभाया।
अदा करना, निभाना

Represent, as of a character on stage.

Derek Jacobi was Hamlet.
be, embody, personify