ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଶାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଶାଳ   ବିଶେଷଣ

ଅର୍ଥ : ଯାହା ମାତ୍ରାରେ ଅଧିକ

ଉଦାହରଣ : ସେ ଏକ ବହୁତ ବଡ଼ ସ୍କର୍ଟ ପିନ୍ଧିଛି

ସମକକ୍ଷ : ବହୁତ ବଡ଼, ବିରାଟ, ବୃହତ

जो मात्रा में अधिक हो।

उसने दान में भारी-भरकम रकम दे दी।
उक्ष, बहुत बड़ा, भारी भड़कम, भारी भरकम, भारी-भड़कम, भारी-भरकम, भारीभड़कम, भारीभरकम, वृहत्

Large in volume or bulk.

A voluminous skirt.
voluminous

ଅର୍ଥ : ଆକାର ମାତ୍ରାଆଦିରେ ଯେ ବହୁତ ବଡ଼

ଉଦାହରଣ : ସୁରସା ହନୁମାନଙ୍କୁ ବିସ୍ମିତ କରିବାପାଇଁ ବିଶାଳରୂପ ଧାରଣ କଲେ ଆଗାମୀ ମାସରେ ଏଠାରେ ବିରାଟ ସଭା ହେବ

ସମକକ୍ଷ : ଦୀର୍ଘକାୟ, ବିରାଟ, ବୃହତ

आकार, मात्रा आदि में जो बहुत बड़ा हो।

सुरसा ने हनुमान को छकाने के लिए विशाल रूप धारण किया।
अगले माह यहाँ अज़ीम जलसा होने वाला है।
अज़ीम, अजीम, दीर्घकाय, बृहत्, बृहद्, महा, विराट, विराट्, विशाल

So exceedingly large or extensive as to suggest a giant or mammoth.

A gigantic redwood.
Gigantic disappointment.
A mammoth ship.
A mammoth multinational corporation.
gigantic, mammoth

ଅର୍ଥ : ବହୁତ ବଡ଼

ଉଦାହରଣ : ସୁରସା ହନୁମାନଙ୍କୁ ପରାସ୍ତ କରିବାପାଇଁ ଦୀର୍ଘକାୟ ରୂପ ଧାରଣ କଲା

ସମକକ୍ଷ : ଦୀର୍ଘକାୟ, ବୃହତକାୟ

ଅର୍ଥ : ବହୁତ ବଡ଼

ଉଦାହରଣ : ନିର୍ବାଚନରେ ତାଙ୍କର ବିଶାଳ ପରାଜୟ ହେଲା ତାକୁ ବୃହତ ସଫଳତା ମିଳିଲା

ସମକକ୍ଷ : ବିପୁଳ, ବିରାଟ, ବୃହତ

बहुत बड़ा।

चुनाव में उसकी भारी हार हुई।
उसे भारी सफलता मिली।
असंभार, असम्भार, भारी

(used informally) very large.

A thumping loss.
banging, humongous, thumping, walloping, whopping