ଅର୍ଥ : ବିଶ୍ୱରୂପ ବ୍ରହ୍ମା
ଉଦାହରଣ :
ପୁରାଣ ଅନୁସାରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ଅଗ୍ନି ହେଉଛନ୍ତି ବିରାଟ ପୁରୁଷଙ୍କ ତିନି ନୟନ
ସମକକ୍ଷ : ବିରାଟ ପୁରୁଷ
ଅର୍ଥ : ମହାଭାରତରେ ବର୍ଣ୍ଣିତ ଜଣେ ରାଜା
ଉଦାହରଣ :
ଅଜ୍ଞାତବାସ ସମୟରେ ପାଣ୍ଡବମାନେ ରାଜା ବିରାଟଙ୍କ ପାଖରେ ଚାକିରି କରିଥିଲେ