ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ମାତ୍ରାରେ ଅଧିକ
ଉଦାହରଣ : ସେ ଏକ ବହୁତ ବଡ଼ ସ୍କର୍ଟ ପିନ୍ଧିଛି
ସମକକ୍ଷ : ବହୁତ ବଡ଼, ବିରାଟ, ବିଶାଳ
जो मात्रा में अधिक हो।
Large in volume or bulk.
ଅର୍ଥ : ଆକାର ମାତ୍ରାଆଦିରେ ଯେ ବହୁତ ବଡ଼
ଉଦାହରଣ : ସୁରସା ହନୁମାନଙ୍କୁ ବିସ୍ମିତ କରିବାପାଇଁ ବିଶାଳରୂପ ଧାରଣ କଲେ ଆଗାମୀ ମାସରେ ଏଠାରେ ବିରାଟ ସଭା ହେବ
ସମକକ୍ଷ : ଦୀର୍ଘକାୟ, ବିରାଟ, ବିଶାଳ
आकार, मात्रा आदि में जो बहुत बड़ा हो।
So exceedingly large or extensive as to suggest a giant or mammoth.
ଅର୍ଥ : ବହୁତ ବଡ଼ ଆକାରର
ଉଦାହରଣ : ଦୁଇଟି ବିରାଟ ପାହଡ଼ ମଝିରେ ଅଣଓସାର ନଦୀ ପ୍ରବାହିତ ହେଉଛି
ସମକକ୍ଷ : ପ୍ରକାଣ୍ଡ, ବିରାଟ
बहुत बड़े आकार का।
ଅର୍ଥ : ବହୁତ ବଡ଼
ଉଦାହରଣ : ନିର୍ବାଚନରେ ତାଙ୍କର ବିଶାଳ ପରାଜୟ ହେଲା ତାକୁ ବୃହତ ସଫଳତା ମିଳିଲା
ସମକକ୍ଷ : ବିପୁଳ, ବିରାଟ, ବିଶାଳ
बहुत बड़ा।
(used informally) very large.
ସଂସ୍ଥାପନ କରନ୍ତୁ