ଅର୍ଥ : ବିଶାଳ ବା ଖୁବ ବଡ଼ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଏହି ଅଟ୍ଟାଳିକାଟି ତାର ବିଶାଳତା ଓ ଶୁନ୍ଶାନ୍ ଅବସ୍ଥାପାଇଁ ଭାରି ଖାଁ ଖାଁ ଲାଗୁଛି
ସମକକ୍ଷ : ବିଶାଳତା
ଅର୍ଥ : ଦୀର୍ଘ ବା ବଡ଼ ହେବାର ଅବସ୍ଥା ବା ଭାବ
ଉଦାହରଣ :
ବସ୍ତୁର ଦୀର୍ଘତା ଏହାର ଗୁଣର ଦ୍ୟୋତକ ନହେବା ଉଚ୍ଚିତ
ଅର୍ଥ : ଦୀର୍ଘ ବା ଲମ୍ବା ହେବାର ଅବସ୍ଥା ବା ଭାବ
ଉଦାହରଣ :
କଣ ଆପଣ ବିରହିଣୀର ବିରହ କାଳର ଦୀର୍ଘତାକୁ ଅନୁମାନ କରିପାରିବେ