ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶ୍ରେଷ୍ଠତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶ୍ରେଷ୍ଠତା   ବିଶେଷ୍ୟ

ଅର୍ଥ : ଭବ୍ୟ ହେବାର ଅବସ୍ଥା, ଗୁଣ, ବା ଭାବ

ଉଦାହରଣ : ଏହି ରାଜମହଲର ଭବ୍ୟତା ସମସ୍ତଙ୍କୁ ଆକର୍ଷିତ କରେ

ସମକକ୍ଷ : ବିଶାଳତା, ଭବ୍ୟତା

भव्य होने की अवस्था, गुण या भाव।

उस राजमहल की भव्यता सबको आकर्षित करती थी।
भव्यता

The quality of being magnificent or splendid or grand.

For magnificence and personal service there is the Queen's hotel.
His `Hamlet' lacks the brilliance that one expects.
It is the university that gives the scene its stately splendor.
An imaginative mix of old-fashioned grandeur and colorful art.
Advertisers capitalize on the grandness and elegance it brings to their products.
brilliance, grandeur, grandness, magnificence, splendor, splendour

ଅର୍ଥ : ଉତ୍ତମ ହେବାର ଅବସ୍ଥା ବା ଭାବ

ଉଦାହରଣ : ଚରିତ୍ରର ଉତ୍ତମତା ସବୁଠାରୁ ଉଚ୍ଚରେ

ସମକକ୍ଷ : ଉତ୍ତମତା, ଉତ୍‌କୃଷ୍ଟତା, ଗୁଣଯୁକ୍ତତା, ଭଲପଣିଆ

उत्तम होने की अवस्था या भाव।

चरित्र की उत्तमता ही सर्वोपरि है।
अच्छाई, अच्छापन, अवष्टंभ, अवष्टम्भ, उत्कृष्टता, उत्तमता, गुणयुक्तता, तोहफगी, श्रेष्ठता

The quality of excelling. Possessing good qualities in high degree.

excellence

ଅର୍ଥ : ଶ୍ରେଷ୍ଠ ବା ମୁଖ୍ୟହେବାର ଅବସ୍ଥା ବା ଭାବ

ଉଦାହରଣ : ସଚିନ ତେନ୍ଦୁଲକର ଏକ ଦିବସୀୟ କ୍ରିକେଟ ଖେଳରେ ସର୍ବାଧିକ ଶତକ କରି, କ୍ରିକେଟ ଜଗତରେ ନିଜ ପ୍ରାଧାନ୍ୟକୁ ସିଦ୍ଧ କରିଦେଲେ ଆଧୁନିକ ଯୁଗରେ ବୈଜ୍ଞାନିକମାନଙ୍କ ପ୍ରାଧାନ୍ୟକୁ ଅସ୍ୱୀକାର କରିହେବ ନାହିଁ

ସମକକ୍ଷ : ପ୍ରଧାନତା, ପ୍ରମୁଖତା, ପ୍ରାଧାନ୍ୟ

श्रेष्ठ या मुख्य होने की अवस्था या भाव।

सचिन तेंदुलकर ने एकदिवसी क्रिकेट में सर्वाधिक शतक बनाकर, क्रिकेट जगत में अपनी प्रधानता सिद्ध कर दी।
आधुनिक युग में वैज्ञानिकों की प्रधानता को झुठलाया नहीं जा सकता।
अग्रता, प्रगल्भता, प्रथमता, प्रधानता, प्रमुखता, प्रागल्भ्य, प्राथमिकता, प्राधान्य, मुख्यता, वरीयता, वर्चस्व, श्रेष्ठता, सदारत

The quality of being superior.

high quality, superiority