ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଘଟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଘଟନ   ବିଶେଷ୍ୟ

ଅର୍ଥ : ଭାଙ୍ଗିବା, ଖଣ୍ଡିତ ହେବା ବା ବିଭାଜିତ ହେବାର ପ୍ରକ୍ରିୟା

ଉଦାହରଣ : କୌଣସି ନା କୌଣସି ସମାଜର ବିଘଟନ ତାକୁ ଦୁର୍ବଳ କରିଦିଏ

ସମକକ୍ଷ : ପୃଥକୀକରଣ, ବିଭାଜନ

टूटने, खंडित होने या विघटित होने की क्रिया।

किसी भी समाज का विघटन उसे कमज़ोर ही बनाता है।
विघटन

Separation into component parts.

disintegration, dissolution

ଅର୍ଥ : ନିଜ ଅବୟବରେ ବିଭକ୍ତ ହେବାର ପ୍ରକ୍ରିୟା

ଉଦାହରଣ : ପାଣିର ବିଘଟନ ଅକ୍ସିଜେନ ଏବଂ ହାଇଡ୍ରୋଜେନ ରୂପରେ ହୋଇଥାଏ

ସମକକ୍ଷ : ଅପଘଟନ

अपने अवयवों में विभक्त होने की क्रिया।

पानी का अपघटन ऑक्सीजन और हाइड्रोजन के रूप में होता है।
अपघटन

(biology) the process of decay caused by bacterial or fungal action.

breakdown, decomposition, putrefaction, rot, rotting