ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୃଥକୀକରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୃଥକୀକରଣ   ବିଶେଷ୍ୟ

ଅର୍ଥ : ଭାଙ୍ଗିବା, ଖଣ୍ଡିତ ହେବା ବା ବିଭାଜିତ ହେବାର ପ୍ରକ୍ରିୟା

ଉଦାହରଣ : କୌଣସି ନା କୌଣସି ସମାଜର ବିଘଟନ ତାକୁ ଦୁର୍ବଳ କରିଦିଏ

ସମକକ୍ଷ : ବିଘଟନ, ବିଭାଜନ

टूटने, खंडित होने या विघटित होने की क्रिया।

किसी भी समाज का विघटन उसे कमज़ोर ही बनाता है।
विघटन

Separation into component parts.

disintegration, dissolution

ଅର୍ଥ : ଅଲଗା କରିବା ବା ହଟାଇବାର ପ୍ରକ୍ରିୟା

ଉଦାହରଣ : ତାକୁ ପୃଥକୀକରଣ କରିବାର ଆବଶ୍ୟକତା ନାହିଁ

ସମକକ୍ଷ : ସ୍ୱତନ୍ତ୍ରୀକରଣ

ଅର୍ଥ : ଅଲଗା କରିବାର ପ୍ରକ୍ରିୟା

ଉଦାହରଣ : କାର୍ଯ୍ୟ କ୍ଷମତା ବଢାଇବା ପାଇଁ ଏହି କମ୍ପାନୀର ପୃଥକୀକରଣ ଆବଶ୍ୟକ ହୋଇଛି

पृथक् या अलग करने की क्रिया।

कार्य क्षमता बढ़ाने के लिए इस कंपनी का पृथक्करण आवश्यक हो गया है।
पृथक्करण

The act of dividing or disconnecting.

separation