ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିବାଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିବାଦୀ   ବିଶେଷଣ

ଅର୍ଥ : ଜଣେ ଅନ୍ୟଜଣଙ୍କର ବିପରୀତରେ ବା ଭିନ୍ନ ଦିଗରେ ରହିବା,ହେବା, ବା ଚାଲିବା

ଉଦାହରଣ : ବିପକ୍ଷୀ ବ୍ୟକ୍ତିଙ୍କ ମଧ୍ୟରେ କେବେ ବି ସଂଘର୍ଷ ହୋଇନାହିଁ

ସମକକ୍ଷ : ବିପକ୍ଷୀ

एक दूसरे से विपरीत या भिन्न दिशा में रहने, होने या चलने वाला।

अपसादी व्यक्तियों की कभी मुठभेड़ नहीं हुई।
अपसादी

Moving or facing away from each other.

Looking in opposite directions.
They went in opposite directions.
opposite

ଅର୍ଥ : ଯାହା ଉପରେ ବିବାଦ କରାଯାଇ ପାରେ ବା ଉଠି ପାରେ

ଉଦାହରଣ : କିଛି ନେତା ବିବାଦୀ ଭାଷଣ ପ୍ରଦାନକରି ଲୋକମାନଙ୍କ ଭିତରେ ଲଢ଼େଇ କରିଦେଉଛନ୍ତି

ସମକକ୍ଷ : ବିବାଦକାରୀ, ବିବାଦୀୟ

जिसपर विवाद किया जा सके या उठ सके।

कुछ नेता विवाद्य भाषण देकर लोगों को लड़ा देते हैं।
विवाद्य

Marked by or capable of arousing controversy.

The issue of the death penalty is highly controversial.
Rushdie's controversial book.
A controversial decision on affirmative action.
controversial

ଅର୍ଥ : ଯାହା ସମ୍ପର୍କରେ ବିବାଦ ବା ଯୁକ୍ତିତର୍କ ହୋଇପାରେ

ଉଦାହରଣ : ମୁଁ କୌଣସି ବିବାଦାସ୍ପଦ ମାମଲାରେ ପଡ଼ିବାକୁ ଚାହୁଁନାହିଁ

ସମକକ୍ଷ : ବିବାଦସ୍ପଦ

जिसके संबंध में विवाद या बहस हो सकती हो।

मैं किसी विवादास्पद मामले में नहीं पड़ना चाहता।
विवादास्पद

Marked by or capable of arousing controversy.

The issue of the death penalty is highly controversial.
Rushdie's controversial book.
A controversial decision on affirmative action.
controversial

ଅର୍ଥ : ଯେ ଝଗଡ଼ା କରୁଥାଏ

ଉଦାହରଣ : ଝଗଡ଼ାକାରୀ ବ୍ୟକ୍ତିଠାରୁ ଦୂରରେ ରହିବା ଭଲ

ସମକକ୍ଷ : କଳିକାଣ୍ଡେଇ, କଳିକାରୀ, କଳିହା, ଝଗଡ଼ାକାରୀ, ବିବାଦକାରୀ

Given to or characterized by argument.

An argumentative discourse.
Argumentative to the point of being cantankerous.
An intelligent but argumentative child.
argumentative