ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିବାଦସ୍ପଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିବାଦସ୍ପଦ   ବିଶେଷଣ

ଅର୍ଥ : ଯାହା ସମ୍ପର୍କରେ ବିବାଦ ବା ଯୁକ୍ତିତର୍କ ହୋଇପାରେ

ଉଦାହରଣ : ମୁଁ କୌଣସି ବିବାଦାସ୍ପଦ ମାମଲାରେ ପଡ଼ିବାକୁ ଚାହୁଁନାହିଁ

ସମକକ୍ଷ : ବିବାଦୀ

जिसके संबंध में विवाद या बहस हो सकती हो।

मैं किसी विवादास्पद मामले में नहीं पड़ना चाहता।
विवादास्पद

Marked by or capable of arousing controversy.

The issue of the death penalty is highly controversial.
Rushdie's controversial book.
A controversial decision on affirmative action.
controversial