ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିବାଦୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିବାଦୀୟ   ବିଶେଷଣ

ଅର୍ଥ : ଯାହା ଉପରେ ବିବାଦ କରାଯାଇ ପାରେ ବା ଉଠି ପାରେ

ଉଦାହରଣ : କିଛି ନେତା ବିବାଦୀ ଭାଷଣ ପ୍ରଦାନକରି ଲୋକମାନଙ୍କ ଭିତରେ ଲଢ଼େଇ କରିଦେଉଛନ୍ତି

ସମକକ୍ଷ : ବିବାଦକାରୀ, ବିବାଦୀ

जिसपर विवाद किया जा सके या उठ सके।

कुछ नेता विवाद्य भाषण देकर लोगों को लड़ा देते हैं।
विवाद्य

Marked by or capable of arousing controversy.

The issue of the death penalty is highly controversial.
Rushdie's controversial book.
A controversial decision on affirmative action.
controversial

ଅର୍ଥ : ଯେଉଁ ବିଷୟରେ ବିବାଦ ହୁଏ

ଉଦାହରଣ : ଦୁଇ ପକ୍ଷ ବିବାଦିତ ସମସ୍ୟା ଉପରେ ବୁଝାମଣା କରିନେଲେ

ସମକକ୍ଷ : ବିବାଦ ସମ୍ବଳିତ, ବିବାଦପୂର୍ଣ୍ଣ, ବିବାଦିତ

जिसके विषय में विवाद हो।

दोनों पक्षों ने विवादित मसले पर समझौता कर लिया।
निज़ाई, निजाई, वादग्रस्त, विवादग्रस्त, विवादास्पद, विवादित

Subject to disagreement and debate.

disputed