ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ଉପରେ ବିବାଦ କରାଯାଇ ପାରେ ବା ଉଠି ପାରେ
ଉଦାହରଣ : କିଛି ନେତା ବିବାଦୀ ଭାଷଣ ପ୍ରଦାନକରି ଲୋକମାନଙ୍କ ଭିତରେ ଲଢ଼େଇ କରିଦେଉଛନ୍ତି
ସମକକ୍ଷ : ବିବାଦୀ, ବିବାଦୀୟ
जिसपर विवाद किया जा सके या उठ सके।
Marked by or capable of arousing controversy.
ଅର୍ଥ : ଯେ ଝଗଡ଼ା କରୁଥାଏ
ଉଦାହରଣ : ଝଗଡ଼ାକାରୀ ବ୍ୟକ୍ତିଠାରୁ ଦୂରରେ ରହିବା ଭଲ
ସମକକ୍ଷ : କଳିକାଣ୍ଡେଇ, କଳିକାରୀ, କଳିହା, ଝଗଡ଼ାକାରୀ, ବିବାଦୀ
जो तकरार करता हो।
Given to or characterized by argument.
ସଂସ୍ଥାପନ କରନ୍ତୁ