ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିପକ୍ଷୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିପକ୍ଷୀୟ   ବିଶେଷଣ

ଅର୍ଥ : ଯେ ବିରୁଦ୍ଧରେ ଥାଏ

ଉଦାହରଣ : ଏହିଥର ନିର୍ବାଚନରେ ସେ ବିରୋଧୀଦଳ ସହିତ ହାତ ମିଳେଇଥିଲେ

ସମକକ୍ଷ : ପ୍ରତିପକ୍ଷୀ, ବିରୋଧୀ

जो विरुद्ध में हो।

इस बार के चुनाव में उसने विरोधी दल से हाथ मिला लिया।
अपवादक, प्रति पक्ष, प्रतिपक्ष, प्रतिपक्षी, मुख़ालिफ़, मुखालिफ, विपक्षी, विरोधी

ଅର୍ଥ : ଯିଏ ବିପକ୍ଷ ସହ ସମ୍ବଦ୍ଧିତ ବା ବିପକ୍ଷର

ଉଦାହରଣ : ଆଜି ସଂଧ୍ୟାବେଳେ ବିପକ୍ଷ ଦଳର ବୈଠକ ହେଉଛି

ସମକକ୍ଷ : ପ୍ରତିପକ୍ଷ, ପ୍ରତିପକ୍ଷୀୟ, ବିପକ୍ଷ

जो विपक्ष से संबंधित हो या विपक्ष का हो।

आज शाम विपक्षीय दल की बैठक हो रही है।
प्रतिपक्षीय, विपक्षधर, विपक्षीय