ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିପକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିପକ୍ଷ   ବିଶେଷ୍ୟ

ଅର୍ଥ : ବିରୋଧରେ ବସୁଥିବା ପକ୍ଷ

ଉଦାହରଣ : ଆଜି ଦ୍ବିପହରରେ ବିପକ୍ଷମାନେ ସଦନ ବର୍ଜନ କଲେ

ସମକକ୍ଷ : ପ୍ରତିପକ୍ଷ, ବିରୋଧୀପକ୍ଷ

विरोध में बैठनेवाला पक्ष।

आज दोपहर बाद विपक्ष ने सदन का वहिष्कार किया।
प्रति पक्ष, प्रतिपक्ष, विपक्ष, विरोधी पक्ष

A body of people united in opposing something.

opposition

ବିପକ୍ଷ   ବିଶେଷଣ

ଅର୍ଥ : ବିରୋଧ କରିବା ବ୍ୟକ୍ତି

ଉଦାହରଣ : ବିରୋଧୀ ନେତାମାନଙ୍କ ମୁହଁ କିପରି ବନ୍ଦ କରାଯାଇ ପାରିବ?

ସମକକ୍ଷ : ବିରୋଧକାରୀ, ବିରୋଧୀ

विरोध करने वाला।

विरोधी नेताओं का मुँह कैसे बंद किया जाए?
विरोधक, विरोधी

ଅର୍ଥ : ଯିଏ ବିପକ୍ଷ ସହ ସମ୍ବଦ୍ଧିତ ବା ବିପକ୍ଷର

ଉଦାହରଣ : ଆଜି ସଂଧ୍ୟାବେଳେ ବିପକ୍ଷ ଦଳର ବୈଠକ ହେଉଛି

ସମକକ୍ଷ : ପ୍ରତିପକ୍ଷ, ପ୍ରତିପକ୍ଷୀୟ, ବିପକ୍ଷୀୟ

जो विपक्ष से संबंधित हो या विपक्ष का हो।

आज शाम विपक्षीय दल की बैठक हो रही है।
प्रतिपक्षीय, विपक्षधर, विपक्षीय