ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିରୋଧୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିରୋଧୀ   ବିଶେଷ୍ୟ

ଅର୍ଥ : ବିରୋଧ କରୁଥିବା ବ୍ୟକ୍ତି

ଉଦାହରଣ : ବିରୋଧୀମାନଙ୍କୁ ଆମ ଦଳରେ ମିଶାଇବା ଠିକ୍ ହେବ

विरोध करने वाला व्यक्ति।

विरोधकों को अपने दल में मिला लेना अच्छा होगा।
विरोधक, विरोधी

A person who dissents from some established policy.

contestant, dissenter, dissident, objector, protester

ଅର୍ଥ : ଯେ ବିପକ୍ଷରେ ଅଛି

ଉଦାହରଣ : ବିରୋଧିମାନେ ସଂସଦରେ ଗଣ୍ଡଗୋଳ କଲେ

ସମକକ୍ଷ : ପ୍ରତିପକ୍ଷୀ, ବିପକ୍ଷବାଦୀ, ବିରୋଧିମାନେ

वह जो विपक्ष में हो।

विपक्षियों ने संसद में हंगामा कर दिया।
अपच्छी, प्रतिपक्षी, फरीक, फ़रीक़, मुख़ालिफ़, मुखालिफ, विपक्षी, विरोधी

Someone who offers opposition.

adversary, antagonist, opponent, opposer, resister

ବିରୋଧୀ   କ୍ରିୟା ବିଶେଷଣ

ଅର୍ଥ : ଖରାପ ଭାବରେ

ଉଦାହରଣ : ଲୋକମାନେ ତାକୁ ଶତ୍ରୁଭାବାପନ୍ନ ହୋଇ ପିଟିଲେ

ସମକକ୍ଷ : ଅପ୍ରସନ୍ନ, ଶତ୍ରୁଭାବାପନ୍ନ

बुरी तरह से।

लोगों ने उसे अनैसे पीटा।
अनैसे

To a severe or serious degree.

Fingers so badly frozen they had to be amputated.
Badly injured.
A severely impaired heart.
Is gravely ill.
Was seriously ill.
badly, gravely, seriously, severely

ବିରୋଧୀ   ବିଶେଷଣ

ଅର୍ଥ : ବିରୋଧ କରିବା ବ୍ୟକ୍ତି

ଉଦାହରଣ : ବିରୋଧୀ ନେତାମାନଙ୍କ ମୁହଁ କିପରି ବନ୍ଦ କରାଯାଇ ପାରିବ?

ସମକକ୍ଷ : ବିପକ୍ଷ, ବିରୋଧକାରୀ

विरोध करने वाला।

विरोधी नेताओं का मुँह कैसे बंद किया जाए?
विरोधक, विरोधी

ଅର୍ଥ : ଯେ ବିରୁଦ୍ଧରେ ଥାଏ

ଉଦାହରଣ : ଏହିଥର ନିର୍ବାଚନରେ ସେ ବିରୋଧୀଦଳ ସହିତ ହାତ ମିଳେଇଥିଲେ

ସମକକ୍ଷ : ପ୍ରତିପକ୍ଷୀ, ବିପକ୍ଷୀୟ

जो विरुद्ध में हो।

इस बार के चुनाव में उसने विरोधी दल से हाथ मिला लिया।
अपवादक, प्रति पक्ष, प्रतिपक्ष, प्रतिपक्षी, मुख़ालिफ़, मुखालिफ, विपक्षी, विरोधी