ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିପକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିପକ୍ଷ   ବିଶେଷ୍ୟ

ଅର୍ଥ : ବିରୋଧରେ ବସୁଥିବା ପକ୍ଷ

ଉଦାହରଣ : ଆଜି ଦ୍ବିପହରରେ ବିପକ୍ଷମାନେ ସଦନ ବର୍ଜନ କଲେ

ସମକକ୍ଷ : ବିପକ୍ଷ, ବିରୋଧୀପକ୍ଷ

विरोध में बैठनेवाला पक्ष।

आज दोपहर बाद विपक्ष ने सदन का वहिष्कार किया।
प्रति पक्ष, प्रतिपक्ष, विपक्ष, विरोधी पक्ष

A body of people united in opposing something.

opposition

ଅର୍ଥ : ଯିଏ ପ୍ରତିବାଦ କରେ

ଉଦାହରଣ : ଅଦାଲତରେ ପ୍ରତିବାଦୀ ବାଦୀଙ୍କ ଯୁକ୍ତିର ଖଣ୍ଡନ କଲେ

ସମକକ୍ଷ : ଅପରପକ୍ଷ, ପ୍ରତିବାଦୀ

वह जो प्रतिवाद करता हो।

अदालत में प्रतिवादी ने वादी के तर्कों का खंडन किया।
अपरपक्ष, प्रतिवादी

A person or institution against whom an action is brought in a court of law. The person being sued or accused.

defendant, suspect

ପ୍ରତିପକ୍ଷ   ବିଶେଷଣ

ଅର୍ଥ : ଯିଏ ବିପକ୍ଷ ସହ ସମ୍ବଦ୍ଧିତ ବା ବିପକ୍ଷର

ଉଦାହରଣ : ଆଜି ସଂଧ୍ୟାବେଳେ ବିପକ୍ଷ ଦଳର ବୈଠକ ହେଉଛି

ସମକକ୍ଷ : ପ୍ରତିପକ୍ଷୀୟ, ବିପକ୍ଷ, ବିପକ୍ଷୀୟ

जो विपक्ष से संबंधित हो या विपक्ष का हो।

आज शाम विपक्षीय दल की बैठक हो रही है।
प्रतिपक्षीय, विपक्षधर, विपक्षीय