ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଶାହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଶାହ   ବିଶେଷ୍ୟ

ଅର୍ଥ : ମୃତକ କର୍ମର ଦଶମ ଦିନ

ଉଦାହରଣ : ଦଶାହ ଦିନ ଆମର ଏଠାରେ ଶୁଦ୍ଧିକ୍ରିୟା କରାଯାଏ

मृत कृत्य का दसवाँ दिन।

दशाह को हमारे यहाँ शुद्धिकरण का कार्यक्रम होता है।
दशाह

ଅର୍ଥ : ହିନ୍ଦୁ ଶାସ୍ତ୍ରାନୁସାରେ ମଲାପରେ ମୃତ ବ୍ୟକ୍ତିର ଆତ୍ମାର ସଦ୍‌ଗତି ଉଦ୍ଦେଶ୍ୟରେ ଦଶ ଦିନ ପର୍ଯ୍ୟନ୍ତ କରାଯାଉଥିବା କର୍ମ

ଉଦାହରଣ : ଦଶାହରେ ଦଶ ଦିନ ପର୍ଯ୍ୟନ୍ତ ଗରୁଡ ପୁରାଣ ମଧ୍ୟ ଶୁଣନ୍ତି

हिन्दू शास्त्र के अनुसार मृत्यु के बाद मृत व्यक्ति की आत्मा की सद्गति के उद्देश्य से दस दिनों तक किये जाने वाले कर्मकाण्ड।

अंतर्दशाह में दस दिनों तक गरूड़ पुराण भी सुना जाता है।
अंतर्दशाह, अन्तर्दशाह

A ceremony at which a dead person is buried or cremated.

Hundreds of people attended his funeral.
funeral, obsequy