ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିକ୍ରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିକ୍ରି   ବିଶେଷ୍ୟ

ଅର୍ଥ : ବସ୍ତୁଆଦିର ଦେବା ନେବାର ପ୍ରକ୍ରିୟା

ଉଦାହରଣ : ପାରସ୍ପରିକ ବିନିମୟରେ ଜୀବନ ନିର୍ବାହକରିବା ପ୍ରଣାଳୀ ପ୍ରାଚୀନକାଳରୁ ରହିଛି ବସ୍ତୁ ବିକ୍ରି କରିଥିବା ସମୟରେ ସେ ଠକିଦେଲା

ସମକକ୍ଷ : ଅଦଳବଦଳ, ଆଦାନ-ପ୍ରଦାନ, ବିନିମୟ

किसी से कुछ लेना और उसे कुछ देना। वस्तुओं आदि के लेन-देन की प्रक्रिया।

आपसी विनिमय से जीवन निर्वाह करने की प्रणाली प्राचीन काल से चली आ रही है।
अदल बदल, अदली बदली, आदान-प्रदान, निष्क्रय, प्रतिदान, बदला, विनिमय

The act of giving something in return for something received.

Deductible losses on sales or exchanges of property are allowable.
exchange

ଅର୍ଥ : କିଛି ବିଶିଷ୍ଟ ଉତ୍ପାଦ ବା ସେବାର ଉପଯୋଗ କରୁଥିବା ଗ୍ରାହକ

ଉଦାହରଣ : ବର୍ତ୍ତମାନ ଏହି କାରର ବିକ୍ରି ନାହିଁ

ସମକକ୍ଷ : ବଜାର, ମାର୍କେଟ

किसी विशिष्ट उत्पाद या सेवा का उपयोग करनेवाले ग्राहक।

इस कार का अब मार्केट नहीं है।
बजार, बाज़ार, बाजार, मार्केट

The customers for a particular product or service.

Before they publish any book they try to determine the size of the market for it.
market

ଅର୍ଥ : ମୂଲ୍ୟ ନେଇକରି କାହାକୁ କୌଣସି ଜିନିଷ ଦେବା କ୍ରିୟା

ଉଦାହରଣ : ଏହି ଜିନିଷ ବିକ୍ରିପାଇଁ ଉଦିଷ୍ଟ

ସମକକ୍ଷ : ବିକାକିଣା, ବିକିବା, ବିକ୍ରୟ

मूल्य लेकर किसी को कोई चीज़ देने की क्रिया।

यह सामान विक्रय के लिए है।
निष्क्रय, फरोख़्त, फरोख्त, बिकवाली, बिक्री, बेचना, विक्रय

The general activity of selling.

They tried to boost sales.
Laws limit the sale of handguns.
sale