ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଜାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଜାର   ବିଶେଷ୍ୟ

ଅର୍ଥ : କିଛି ବିଶିଷ୍ଟ ଉତ୍ପାଦ ବା ସେବାର ଉପଯୋଗ କରୁଥିବା ଗ୍ରାହକ

ଉଦାହରଣ : ବର୍ତ୍ତମାନ ଏହି କାରର ବିକ୍ରି ନାହିଁ

ସମକକ୍ଷ : ବିକ୍ରି, ମାର୍କେଟ

किसी विशिष्ट उत्पाद या सेवा का उपयोग करनेवाले ग्राहक।

इस कार का अब मार्केट नहीं है।
बजार, बाज़ार, बाजार, मार्केट

The customers for a particular product or service.

Before they publish any book they try to determine the size of the market for it.
market

ଅର୍ଥ : ଯେଉଁ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଜିନିଷ ବିକ୍ରି ହୁଏ

ଉଦାହରଣ : ସେ କିଛି ଜିନିଷ କିଣିବାପାଇଁ ବଜାର ଯାଇଛି

ସମକକ୍ଷ : ମାର୍କେଟ

वह स्थान जहाँ तरह-तरह की चीज़ें खरीदी या बेची जाती हैं।

वह कुछ सामान खरीदने के लिए बाजार गया है।
पण्य, फड़, फर, बजार, बाज़ार, बाजार, मार्केट

A street of small shops (especially in Orient).

bazaar, bazar

ଅର୍ଥ : ବିଭିନ୍ନ ପ୍ରକାରର ଜିନିଷ ବିକ୍ରି ହେଉଥିବା ଦୋକାନ

ଉଦାହରଣ : ଆମ୍ଭେମାନେ ବଜାରଉ କିଛି ଆବଶ୍ୟକ ସାମଗ୍ରୀ କିଣିଲୁ

ବଜାର   ବିଶେଷଣ

ଅର୍ଥ : ବଜାର ସମ୍ପର୍କୀୟ

ଉଦାହରଣ : ବଜାର ଖାଦ୍ୟ ଶରୀରପାଇଁ କ୍ଷତିକାରକ ହୋଇପାରେ

बाज़ार-संबंधी।

बाज़ारू खाना शरीर के लिए नुकसानदायक हो सकता है।
बज़ारू, बजारी, बजारू, बाज़ारी, बाज़ारू, बाजारी, बाजारू