ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିନିମୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିନିମୟ   ବିଶେଷ୍ୟ

ଅର୍ଥ : ଯେଉଁ ପ୍ରକ୍ରିୟାରେ ବିଭିନ୍ନ ଦେଶଗୁଡ଼ିକର ମୁଦ୍ରାର ଆପେକ୍ଷିକ ମୂଲ୍ୟ ସ୍ଥିର ହୋଇ ସେହି ଅନୁସାରେ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ ଚାଲେ

ଉଦାହରଣ : ବିନିମୟ କାରଣରୁ ଟଙ୍କାର ମୂଲ୍ୟ ପ୍ରତିଦିନ କମ୍-ବେଶୀ ହେଉଥାଏ

ଅର୍ଥ : ବସ୍ତୁଆଦିର ଦେବା ନେବାର ପ୍ରକ୍ରିୟା

ଉଦାହରଣ : ପାରସ୍ପରିକ ବିନିମୟରେ ଜୀବନ ନିର୍ବାହକରିବା ପ୍ରଣାଳୀ ପ୍ରାଚୀନକାଳରୁ ରହିଛି ବସ୍ତୁ ବିକ୍ରି କରିଥିବା ସମୟରେ ସେ ଠକିଦେଲା

ସମକକ୍ଷ : ଅଦଳବଦଳ, ଆଦାନ-ପ୍ରଦାନ, ବିକ୍ରି

किसी से कुछ लेना और उसे कुछ देना। वस्तुओं आदि के लेन-देन की प्रक्रिया।

आपसी विनिमय से जीवन निर्वाह करने की प्रणाली प्राचीन काल से चली आ रही है।
अदल बदल, अदली बदली, आदान-प्रदान, निष्क्रय, प्रतिदान, बदला, विनिमय

The act of giving something in return for something received.

Deductible losses on sales or exchanges of property are allowable.
exchange

ଅର୍ଥ : ଯେଉଁ ପ୍ରକ୍ରିୟାରେ ବିଭିନ୍ନ ପକ୍ଷ ବା ଦେଶମାନଙ୍କ ମଧ୍ୟରେ ଆଦାନ ପ୍ରଦାନ ବିନିମୟ ପତ୍ର ଅନୁସାରେ ହୋଇଥାଏ

ଉଦାହରଣ : ଭାରତର ଅନେକ ଦେଶ ସହିତ ପଣ୍ୟଦ୍ରବ୍ୟ ବିନିମୟ ହୁଏ

वह प्रक्रिया जिसके अनुसार भिन्न-भिन्न पक्षों या देशों का लेन-देन विनिमय-पत्रों के अनुसार होता है।

भारत का कई देशों के साथ विनिमय होता है।
विनिमय

Reciprocal transfer of equivalent sums of money (especially the currencies of different countries).

He earns his living from the interchange of currency.
exchange, interchange