ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିକିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିକିବା   ବିଶେଷ୍ୟ

ଅର୍ଥ : ମୂଲ୍ୟ ନେଇକରି କାହାକୁ କୌଣସି ଜିନିଷ ଦେବା କ୍ରିୟା

ଉଦାହରଣ : ଏହି ଜିନିଷ ବିକ୍ରିପାଇଁ ଉଦିଷ୍ଟ

ସମକକ୍ଷ : ବିକାକିଣା, ବିକ୍ରି, ବିକ୍ରୟ

मूल्य लेकर किसी को कोई चीज़ देने की क्रिया।

यह सामान विक्रय के लिए है।
निष्क्रय, फरोख़्त, फरोख्त, बिकवाली, बिक्री, बेचना, विक्रय

The general activity of selling.

They tried to boost sales.
Laws limit the sale of handguns.
sale

ବିକିବା   କ୍ରିୟାପଦ

ଅର୍ଥ : ମୂଲ୍ୟନେଇ କାହାକୁ କିଛି ଦେବା

ଉଦାହରଣ : ମୁଁ ଆଜି ପାଞ୍ଚଶହ ଟଙ୍କାର ଜିନିଷ ବିକ୍ରି କରିଛି

ସମକକ୍ଷ : ବିକ୍ରୟ କରିବା

मूल्य लेकर किसी को कुछ देना।

आज मैंने पाँच सौ रुपये का ही सामान बेचा।
उठाना, निकालना, बेंचना, बेचना, विक्रय करना

Exchange or deliver for money or its equivalent.

He sold his house in January.
She sells her body to survive and support her drug habit.
sell