ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗ୍ୟାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗ୍ୟାସ   ବିଶେଷ୍ୟ

ଅର୍ଥ : ଜିନିଷର ସେହି ଆକାରହୀନ ଅବସ୍ଥା ଯାହାର ଘନତ୍ୱ ସବୁଠାରୁ କମ୍ ହୁଏ

ଉଦାହରଣ : ବାୟୁ ଗ୍ୟାସର ମିଶ୍ରଣ

द्रव्य की वह आकारहीन अवस्था जिसका घनत्व सबसे कम हो।

वायु गैसों का मिश्रण है।
गैस

ଅର୍ଥ : ଗ୍ୟାସରେ ଜଳୁଥିବା ଚୁଲି

ଉଦାହରଣ : ଗ୍ୟାସଚୁଲି ଉପରେ ରଖାହୋଇଥିବା ଦୁଧ ଫୁଟୁଛି

ସମକକ୍ଷ : ଗ୍ୟାସଚୁଲା, ଗ୍ୟାସଚୁଲି

गैस से जलने वाला चूल्हा।

गैस पर रखा दूध खौल रहा है।
गैस, गैस चूल्हा

A range with gas rings and an oven for cooking with gas.

gas cooker, gas range, gas stove

ଅର୍ଥ : ଖାଦ୍ୟ ତିଆରି,ଗାଡି ଚାଳନା ଆଦି କାମରେ ଆସୁଥିବା ଜୀବାଶ୍ମ ଇନ୍ଧନ

ଉଦାହରଣ : ଆଜିକାଲି ସହରରେ ପାଇପରେ ଘରେଘରେ ଗ୍ୟାସ ଭର୍ତ୍ତି କରାଯାଉଛି

खाना बनाने, गाड़ी चलाने आदि के काम में आने वाला जीवाश्म ईंधन।

आजकल शहर में नलिका से घर-घर में गैस की आपूर्ति की जाती है।
गैस, नैसर्गिक गैस, प्राकृतिक गैस

A fossil fuel in the gaseous state. Used for cooking and heating homes.

gas, natural gas

ଅର୍ଥ : ପାଚନ ସଂସ୍ଥାନରେ ଅଜୀର୍ଣ୍ଣଯୋଗୁଁ ସୃଷ୍ଟି ହେଉଥିବା ବାୟୁ

ଉଦାହରଣ : ପେଟରେ ଅଧିକ ଅମ୍ଳତା କାରଣରୁ ବାୟୁ ହୁଏ

ସମକକ୍ଷ : ବାୟୁ

पाचन संस्थान में अपच के कारण बनने वाली वायु।

पेट में अधिक अम्लता के कारण गैस बन जाती है।
गैस

A state of excessive gas in the alimentary canal.

flatulence, flatulency, gas