ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାହାର କରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାହାର କରାଇବା   କ୍ରିୟାପଦ

ଅର୍ଥ : ବାହାର କରିବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଶାଶୁ ବୋହୂଉପରେ ମିଛ ଆରୋପ ଲଗାଇ ତାକୁ ଘରୁ ବାହାର କରାଇଦେଲା

ସମକକ୍ଷ : ଅଲଗା କରାଇବା, ତଡାଇବା, ବହିଷ୍କାର କରିବା

निकालने का काम दूसरे से कराना।

सास ने बहू पर झूठा आरोप लगा कर उसे घर से निकलवा दिया।
निकलवाना

ଅର୍ଥ : କୌଣସି ସ୍ଥାନଦେଇ ନେଇଯିବା ବା ଚଲେଇବା

ଉଦାହରଣ : ଏ ବର୍ଷ ଶୋଭାଯାତ୍ରା ପ୍ରଧାନ ରାସ୍ତାଦେଇ ବାହାର କରାଗଲା

कहीं से होकर चलाना या ले जाना।

इस वर्ष झाकियाँ मुख्य मार्ग से होकर निकाली गईं।
ताऊजी ने अपने इकलौते बेटे की बारात बड़ी धूम-धाम से निकाली।
निकालना