ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଲଗା କରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଲଗା କରାଇବା   କ୍ରିୟାପଦ

ଅର୍ଥ : ଭଲ ବା କାମଯୋଗ୍ୟ ଜିନିଷ ଅଲଗା କରିବା

ଉଦାହରଣ : ମାଲିକ ଚାକରଦ୍ୱାରା ଶସ୍ୟଗୁଡ଼ିକ ବଛାଉଛନ୍ତି

ସମକକ୍ଷ : ବଛାଇବା

अच्छी या काम की चीज़ें अलग करवाना।

मालिक नौकर से अनाज चुनवा रहा है।
चुनवाना, चुनाना, छँटवाना, छंटवाना

Pick the best.

cream off, skim off

ଅର୍ଥ : ବାହାର କରିବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଶାଶୁ ବୋହୂଉପରେ ମିଛ ଆରୋପ ଲଗାଇ ତାକୁ ଘରୁ ବାହାର କରାଇଦେଲା

ସମକକ୍ଷ : ତଡାଇବା, ବହିଷ୍କାର କରିବା, ବାହାର କରାଇବା

निकालने का काम दूसरे से कराना।

सास ने बहू पर झूठा आरोप लगा कर उसे घर से निकलवा दिया।
निकलवाना