ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାହାରିଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାହାରିଯିବା   ବିଶେଷ୍ୟ

ଅର୍ଥ : ନିକାଲିବା ବା ବାହାର କରିବାରକାମ

ଉଦାହରଣ : ବର୍ଷାର ପାଣି ଠିକ ରୂପେ ନିଷ୍କାସନ ହୋଇପାରୁନାହିଁ

ସମକକ୍ଷ : ନିଷ୍କାସନ

निकालने या बाहर करने की क्रिया।

बरसात में पानी का निष्कासन ठीक से नहीं हो पाता है।
निकालना, निष्काशन, निष्कासन

The act or means of getting rid of something.

disposal, disposition

ବାହାରିଯିବା   କ୍ରିୟାପଦ

ଅର୍ଥ : ମେଳ ବା ଦଳଆଦିରୁ ଅଲଗା ହେବା

ଉଦାହରଣ : ସେ କଂଗ୍ରେସରୁ ବାହାରି ଗଲା

ସମକକ୍ଷ : ଅଲଗା ହେବା, ଦୂରେଇଯିବା, ପୃଥକ ହେବା, ହଟିଯିବା

मेल या दल आदि में से अलग होना।

वह काँग्रेस से निकल गया।
कबूतर अपने झुंड से टूट गया।
अरगाना, अलग होना, टूटना, निकलना, पृथक होना, फूटना, हटना

Remove oneself from an association with or participation in.

She wants to leave.
The teenager left home.
She left her position with the Red Cross.
He left the Senate after two terms.
After 20 years with the same company, she pulled up stakes.
depart, leave, pull up stakes

ଅର୍ଥ : ସିଲେଇ ବା ବୁଣାହୋଇଥିବା ଧାର ଖୋଲିଯିବା

ଉଦାହରଣ : ଏହି ତମ୍ବୁର ସିଲେଇ ଫିଟିଗଲାଣି

ସମକକ୍ଷ : ଖୋଲିଯିବା, ଫିଟିଯିବା

सिलाई, बुनाई के टाँके अलग होना।

इस पैंट की सिलाई उधड़ गई है।
उकचना, उकसना, उकिसना, उखड़ना, उखरना, उचड़ना, उचरना, उधड़ना, खुलना, निकलना

Become or cause to become undone by separating the fibers or threads of.

Unravel the thread.
unknot, unpick, unravel, unscramble, untangle