ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୂରେଇଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୂରେଇଯିବା   କ୍ରିୟାପଦ

ଅର୍ଥ : ମେଳ ବା ଦଳଆଦିରୁ ଅଲଗା ହେବା

ଉଦାହରଣ : ସେ କଂଗ୍ରେସରୁ ବାହାରି ଗଲା

ସମକକ୍ଷ : ଅଲଗା ହେବା, ପୃଥକ ହେବା, ବାହାରିଯିବା, ହଟିଯିବା

मेल या दल आदि में से अलग होना।

वह काँग्रेस से निकल गया।
कबूतर अपने झुंड से टूट गया।
अरगाना, अलग होना, टूटना, निकलना, पृथक होना, फूटना, हटना

Remove oneself from an association with or participation in.

She wants to leave.
The teenager left home.
She left her position with the Red Cross.
He left the Senate after two terms.
After 20 years with the same company, she pulled up stakes.
depart, leave, pull up stakes

ଅର୍ଥ : ନିଜର ଅଧିକାର, ପ୍ରଭୁତ୍ୱ ଅବା ସ୍ୱାମୀତ୍ୱ ଛଡ଼ାଇ ନେବା କିମ୍ବା ଅଧିକାର, ପ୍ରଭୁତ୍ୱଆଦିରୁ ଦୂରେଇ ଯିବା

ଉଦାହରଣ : ରାଜା ରାଜସିଂହାସନକୁ ପରିତ୍ୟାଗ କଲେ ମିଥ୍ୟା ଆରୋପ ଲାଗିବାରୁ ସଂଚାଳକ ନିଜ ପଦରୁ ଦୂରେଇ ଗଲେ

ସମକକ୍ଷ : ଛାଡ଼ିଦେବା, ପରିତ୍ୟାଗ କରିବା, ହଟିଯିବା

अपना अधिकार, प्रभुत्व या स्वामित्व हटा लेना या अधिकार, प्रभुत्व आदि से हट जाना।

राजा ने राज गद्दी का परित्याग किया।
मिथ्या आरोप लगते ही संचालक महोदय अपने पद से हट गए।
उग्रहना, छोड़ देना, छोड़ना, तजना, त्याग करना, त्यागना, परित्याग करना, परित्यागना, हटना