ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଜିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଜିବା   କ୍ରିୟାପଦ

ଅର୍ଥ : ଘଡ଼ିର ସମୟ ବତେଇବା

ଉଦାହରଣ : ଏବେ ଚାରିଟା ବାଜିଛି

घड़ी का समय बताना।

अभी चार बजे हैं।
बजना

Indicate (a certain time) by striking.

The clock struck midnight.
Just when I entered, the clock struck.
strike

ଅର୍ଥ : ଆଘାତ କରିବାଯୋଗୁଁ ସୃଷ୍ଟି ହେଉଥିବା ଶବ୍ଦ

ଉଦାହରଣ : ମନ୍ଦିରରେ ଘଣ୍ଟା ବାଜୁଛି

आघात लगने से या ऐसे ही शब्द होना।

मंदिर में घंटा बज रहा है।
नादना, बजना

Sound loudly and sonorously.

The bells rang.
peal, ring

ଅର୍ଥ : ବାଦ୍ୟଯନ୍ତ୍ରରୁ ଧ୍ୱନି ବା ଶବ୍ଦ ଉତ୍ପନ୍ନ ହେବା

ଉଦାହରଣ : ବିବାହସ୍ଥଳରେ ଶାହାନାଇ ବାଜୁଛି

वाद्य यंत्र से शब्द उत्पन्न होना।

विवाह-स्थल पर शहनाई बज रही है।
बजना

Perform music on (a musical instrument).

He plays the flute.
Can you play on this old recorder?.
play

ଅର୍ଥ : ଗୋଟିଏ ବସ୍ତୁ ଅନ୍ୟ ବସ୍ତୁସହ ସ୍ପର୍ଶ ହେବା

ଉଦାହରଣ : ଚାଲୁଚାଲୁ ମୋ ହାତ ବିଜୁଳି ଖୁଣ୍ଟିରେ ବାଜିଗଲା

ସମକକ୍ଷ : ଛୁଇଁବା, ଲାଗିବା, ସ୍ପର୍ଶ ହେବା

एक वस्तु का दूसरी वस्तु से स्पर्श होना।

चलते-चलते मेरा हाथ बिजली के खम्भे से छू गया।
छुआना, छुवाना, छूना, लगना

ଅର୍ଥ : କୌଣସି ବସ୍ତୁର ଶବ୍ଦ ଉତ୍ପନ୍ନ କରିବା

ଉଦାହରଣ : ତିନିଟା ବେଳେ ମନ୍ଦିରର ଘଣ୍ଟା ଠଣ୍ ଠଣ୍ ହୋଇ ବାଜିଲା

ସମକକ୍ଷ : ଶବ୍ଦ କରିବା

किसी वस्तु का शब्द उत्पन्न करना या निकालना।

रात के तीन बजे ही मंदिर का घंटा टन टन बोलने लगा।
आवाज करना, आवाज़ करना, बोलना, शब्द करना

Make a characteristic or natural sound.

The drums spoke.
speak