ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛୁଇଁବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛୁଇଁବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁ ସହିତ ନିଜର କୌଣସି ଅଙ୍ଗ ଲଗାଇବା

ଉଦାହରଣ : ଶ୍ୟାମ ପ୍ରତିଦିନ ନିଜର ବାପାମାଙ୍କର ଚରଣ ଛୁଏଁ

ସମକକ୍ଷ : ସ୍ପର୍ଶ କରିବା

किसी वस्तु से अपना कोई अंग सटाना या लगाना।

श्याम प्रतिदिन अपने माता-पिता के चरण छूता है।
छूना, परसना, स्पर्श करना

Make physical contact with, come in contact with.

Touch the stone for good luck.
She never touched her husband.
touch

ଅର୍ଥ : ଗୋଟିଏ ବସ୍ତୁ ଅନ୍ୟ ବସ୍ତୁସହ ସ୍ପର୍ଶ ହେବା

ଉଦାହରଣ : ଚାଲୁଚାଲୁ ମୋ ହାତ ବିଜୁଳି ଖୁଣ୍ଟିରେ ବାଜିଗଲା

ସମକକ୍ଷ : ବାଜିବା, ଲାଗିବା, ସ୍ପର୍ଶ ହେବା

एक वस्तु का दूसरी वस्तु से स्पर्श होना।

चलते-चलते मेरा हाथ बिजली के खम्भे से छू गया।
छुआना, छुवाना, छूना, लगना