ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁନାରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁନାରି   ବିଶେଷ୍ୟ

ଅର୍ଥ : ସୁନାରୂପାର ଗହଣା ତିଆରି କରୁଥିବା ବ୍ୟକ୍ତି

ଉଦାହରଣ : ମା ବଣିଆପାଖରେ ପଚାଶ ହଜାର ଟଙ୍କାର ଗହଣା ଗଢ଼େଇଲେ

ସମକକ୍ଷ : ବଣିଆ, ସୁବର୍ଣ୍ଣକାର, ସ୍ୱର୍ଣ୍ଣକାର

सोने-चाँदी के गहने बनाने वाला व्यक्ति।

माँ ने सुनार से पचास हज़ार के गहने बनवाए।
ज़रगर, माषवर्द्धक, सुनार, सुवर्णकार, सोनार, सोनी, स्वर्णकार, हेमकर्ता, हेमकार, हेमल, हैरण्यक

An artisan who makes jewelry and other objects out of gold.

gold-worker, goldsmith, goldworker

ଅର୍ଥ : ଏକ ପ୍ରକାରର ଝାଡ଼

ଉଦାହରଣ : ଏହି ବିଲରେ ସୋନୁଲୀ ଗଛ ଅଧିକ

ସମକକ୍ଷ : ରକ୍ତଫଳା

एक तरह की झाड़ी।

इस क्षेत्र में सोनुली की अधिकता है।
रक्तफला, सोनावल्ली, सोनुली, स्वर्णवल्ली, स्वर्णालु, स्वर्णुली