ଅର୍ଥ : ଫୁଟିବାର ପ୍ରକ୍ରିୟା
ଉଦାହରଣ :
ବାଣ ଫୁଟିବା ସହ ଏକ ପ୍ରଚଣ୍ଡ ଶବ୍ଦ ହେଲା
ଅର୍ଥ : ତାପଦ୍ବାରା ତରଳ ପଦାର୍ଥକୁ ଫୁଟାଇବା କାମ ବା ଉତ୍ତାପରେ ତରଳ ପଦାର୍ଥ ଫୁଟିବାର ପ୍ରକ୍ରିୟା
ଉଦାହରଣ :
ପାଣି ଓ କ୍ଷୀର ଫୁଟିବା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ହୁଏ
ସମକକ୍ଷ : ଗଳନ
ଅର୍ଥ : ନିଆଁରେ ଗରମ କରିବା ସମୟରେ ତରଳ ପଦାର୍ଥ ଫେଣ ସହିତ ଉପରକୁ ଉଠିବା
ଉଦାହରଣ :
ଚୁଲି ଉପରେଥିବା ପାଣି ଫୁଟୁଛି
ସମକକ୍ଷ : ଉତୁରିବା
ଅର୍ଥ : ଉପରେ ଚୋପା ବା ଆବରଣ ଥିବା ଏବଂ ଭିତର ଭାଗରେ ପୋଲା ବା ନରମ ଜିନିଷରେ ଭର୍ତ୍ତିଥିବା ଏଭଳି ବସ୍ତୁର ଫାଟିବା
ଉଦାହରଣ :
ଏହି ଢୋଲ ଫାଟିଗଲା
ସମକକ୍ଷ : ଫାଟିବା
ଅର୍ଥ : କଢ଼ର ଫୁଲ ରୂପକୁ ବଦଳିବା
ଉଦାହରଣ :
ସୂର୍ୟଙ୍କ କିରଣ ପଡିବା ମାତ୍ରେ ଅନେକ କଢ଼ ଫୁଟି ଉଠିଲା
ସମକକ୍ଷ : ଖେଳିଯିବା, ପ୍ରସ୍ଫୁଟିତ ହେବା, ଫୁଟି ଉଠିବା, ବିକଶିତ ହେବା