ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫୁଟି ଉଠିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫୁଟି ଉଠିବା   କ୍ରିୟାପଦ

ଅର୍ଥ : କଢ଼ର ଫୁଲ ରୂପକୁ ବଦଳିବା

ଉଦାହରଣ : ସୂର୍ୟଙ୍କ କିରଣ ପଡିବା ମାତ୍ରେ ଅନେକ କଢ଼ ଫୁଟି ଉଠିଲା

ସମକକ୍ଷ : ଖେଳିଯିବା, ପ୍ରସ୍ଫୁଟିତ ହେବା, ଫୁଟିବା, ବିକଶିତ ହେବା

कली का फूल के रूप में बदलना।

सूर्य का प्रकाश मिलते ही अनेक कलियाँ खिल गईं।
खिलना, चटकना, चिटकना, प्रस्फुटित होना, फूटना, फूलना, बिकसना, विकसित होना

Produce or yield flowers.

The cherry tree bloomed.
bloom, blossom, flower