ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫାଟିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫାଟିବା   ବିଶେଷ୍ୟ

ଅର୍ଥ : ଫାଟିବା ପ୍ରକ୍ରିୟା ବା ଭାବ

ଉଦାହରଣ : ଫାଟିବା ପରେ ହିଁ ଗହମକୁ ବସ୍ତାରେ ରଖିବାକୁ ହେବ

कपड़े आदि को हवा में झटकने की क्रिया या भाव।

धोती को फटकने के बाद ही सुखाना चाहिए ताकि उसमें सिलवट न रहे।
झटकना, झटकारना, झाड़ना, फटकन, फटकना

The act of separating grain from chaff.

The winnowing was done by women.
sifting, winnow, winnowing

ଅର୍ଥ : କୌଣସି ବସ୍ତୁରୁ କିଛି ଭାଗ ଅଲଗା ହୋଇଯିବାର କ୍ରିୟା

ଉଦାହରଣ : ଏକ ଧୂମକେତୁ ପୃଥିବୀର ବାୟୁମଣ୍ଡଳରେ ବିସ୍ଫୋଟ ହେବାର ଆଶଙ୍କା କରାଯାଉଛି

ସମକକ୍ଷ : ବିସ୍ଫୋଟ

किसी वस्तु से कोई भाग अलग हो जाने की क्रिया।

एक धूमकेतु के पृथ्वी के वायुमंडल में फटने की आशंका है।
फटना

ଫାଟିବା   କ୍ରିୟାପଦ

ଅର୍ଥ : ଶୁଖିବା କାରଣରୁ ଫାଟିଯିବା

ଉଦାହରଣ : ଶୁଖିଲା ପଡ଼ିବା କାରଣରୁ ଜମି ଫାଟିଗଲା

ସମକକ୍ଷ : ବିଦୀର୍ଣ୍ଣ ହେବା

सूखने के कारण फट जाना।

सूखा पड़ने के कारण जमीन तड़क गई है।
अरकना, चटकना, चिटकना, चुरकना, तड़कना, तिड़कना, दरकना

Crack due to dehydration.

My lips chap in this dry weather.
chap

ଅର୍ଥ : ଉପରେ ଚୋପା ବା ଆବରଣ ଥିବା ଏବଂ ଭିତର ଭାଗରେ ପୋଲା ବା ନରମ ଜିନିଷରେ ଭର୍ତ୍ତିଥିବା ଏଭଳି ବସ୍ତୁର ଫାଟିବା

ଉଦାହରଣ : ଏହି ଢୋଲ ଫାଟିଗଲା

ସମକକ୍ଷ : ଫୁଟିବା

ऐसी वस्तुओं का फटना जिनके ऊपर छिलका या आवरण हो और भीतरी भाग पोला या मुलायम वस्तु से भरा हो।

यह ढोलक फूट गई है।
सेमर का फल सूखते ही फटता है।
फटना, फूटना

Burst outward, usually with noise.

The champagne bottle exploded.
burst, explode

ଅର୍ଥ : କୌଣସି ବସ୍ତୁର କିଛି ଅଂଶ ଅଲଗା ହୋଇଯିବା

ଉଦାହରଣ : ଶିମିଳି ଫଳ ଶୁଖିବାମାତ୍ରେ ଫାଟିଯାଏ

ଅର୍ଥ : ଅତ୍ୟଧିକ ପୀଡ଼ା ହେବା

ଉଦାହରଣ : ଆଜି ସକାଳରୁ ହିଁ ବିନ୍ଧାରେ ମୋ ମୁଣ୍ଡ ଫାଟିଯାଉଛି

अत्यधिक पीड़ा होना।

आज सुबह से मेरा सर फट रहा है।
फटना

Erupt or intensify suddenly.

Unrest erupted in the country.
Tempers flared at the meeting.
The crowd irrupted into a burst of patriotism.
break open, burst out, erupt, flare, flare up, irrupt

ଅର୍ଥ : କୌଣସି ପୋଲା ବସ୍ତୁରେ ଏକ ପ୍ରକାର ଫାଟ ପଡ଼ିଯିବା, ଯାହାଦ୍ୱାରା ଭିତରର ବସ୍ତୁ ବାହାରକୁ ବାହାରି ଆସେ ବା ଦେଖା ଯାଏ

ଉଦାହରଣ : ତାହାର ଝୁଲା ଫାଟିଗଲା ଏବଂ ସବୁ ଜିନିଷ ରାସ୍ତାରେ ବୁଣି ହୋଇଗଲା

किसी पोली वस्तु में इस प्रकार दरार पड़ जाना जिससे उसके अंदर तक दिखाई देने लगे।

उसका झोला फट गया और सारा समान रास्ते में बिखर गया।
फटना

ଅର୍ଥ : ସୁଖିବା ବା କୁଞ୍ଚିତ ହେବା କାରଣରୁ ଫାଟିବା

ଉଦାହରଣ : ଶୀତ ଦିନରେ ତେଲ ଆଦି ନ ଲଗାଇବାରୁ ଚମଡ଼ା ଫାଟିଯାଏ

सूखने या सिकुड़ने के कारण चिटकना या फटना।

जाड़े के दिनों में तेल आदि न लगाने से त्वचा चर्राती है।
चर्राना