ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତୁରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତୁରିବା   ବିଶେଷ୍ୟ

ଅର୍ଥ : ଉତ୍ତାପ ପାଇ ଫେଣ ସହିତ ଉପରକୁ ଉଠିବା କ୍ରିୟା

ଉଦାହରଣ : ଦୁଧ ଗରମ ହେଲେ ଉତୁରିବା ସାଧାରଣ କଥା

ସମକକ୍ଷ : ଫୁଲିବା

गरमी पाकर फेन के साथ ऊपर उठने की क्रिया।

चुल्हे पर रखे दूध में उबाल आ रहा है।
उछाला, उफान, उबाल

ଉତୁରିବା   କ୍ରିୟାପଦ

ଅର୍ଥ : ନିଆଁରେ ଗରମ କରିବା ସମୟରେ ତରଳ ପଦାର୍ଥ ଫେଣ ସହିତ ଉପରକୁ ଉଠିବା

ଉଦାହରଣ : ଚୁଲି ଉପରେଥିବା ପାଣି ଫୁଟୁଛି

ସମକକ୍ଷ : ଫୁଟିବା

आग पर चढ़े हुए तरल पदार्थ का फेन के साथ ऊपर उठना या क्वथनांक पर द्रव का वाष्प के रूप में बदलना।

चूल्हे पर पानी उबल रहा है।
उखलना, उबलना, खौलना

Come to the boiling point and change from a liquid to vapor.

Water boils at 100 degrees Celsius.
boil

ଅର୍ଥ : ଆଉଟା କ୍ଷୀରଆଦି ଉପରକୁ ଉଠିବା

ଉଦାହରଣ : ଆଞ୍ଚ କମ୍‌ କରିଦିଅ, କ୍ଷୀର ଉତୁରୁଛି

खौलते हुए दूध आदि का ऊपर को उठना।

आँच कम कर दो, दूध फँफा रहा है।
फँफाना