ଅର୍ଥ : ମୁଁହ ଖୋଲି ପବନ ବାହାର କରିବା
ଉଦାହରଣ :
ଜଳାପୋଡା କମେଇବାପାଇଁ ସେ ନିଜ ଘାଆକୁ ଫୁଙ୍କୁ ଥିଲା ନିଆଁ ଜଳିବାପାଇଁ ସେ ବାରମ୍ବାର ଚୁଲି ଫୁଙ୍କୁଛି
ସମକକ୍ଷ : ଫୁଙ୍କମାରିବା
ଅର୍ଥ : ମୁଖଦ୍ୱାରା ଫୁଙ୍କିକରି ବଜାଯାଉଥିବା କୌଣସି ବାଦ୍ୟଯନ୍ତ୍ର
ଉଦାହରଣ :
ପ୍ରବଚନ ଆରମ୍ଭ କରିବା ପୂର୍ବରୁ ପଣ୍ଡିତେ ଶଙ୍ଖ ଫୁଙ୍କିଲେ
ଅର୍ଥ : ନିଆଁରେ କୌଣସି ବସ୍ତୁ ବା ପଦାର୍ଥକୁ ଜଳେଇବାରେ ପ୍ରବୃତ୍ତ କରିବା
ଉଦାହରଣ :
ଖାଇବା ତିଆରି କରିବା ପାଇଁ ମାଳତୀ ଚୂଲି ଜଳେଇଲା
ସମକକ୍ଷ : ଜଳେଇବା
ଅର୍ଥ : ଫୁଙ୍କିକରି ଜଳାଇବା ବା ପ୍ରଜ୍ୱଳିତ କରିବା
ଉଦାହରଣ :
ସରିତା ଥଣ୍ଡା ଚୁଲିକୁ ଫୁଙ୍କୁଛି
ଅର୍ଥ : ବିଡ଼ି ଓ ଗଞ୍ଜେଇଆଦି ଟାଣି ମୁଁହରୁ ଧୂଆଁ ବାହାରକରିବା
ଉଦାହରଣ :
ଶ୍ୟାମ ନିଜ ବାପମାଆଙ୍କୁ ଲୁଚେଇ ଧୂମପାନ କରୁଛି ସେ ଦିନଯାକ ଅନେକ ସିଗାରେଟ ଟାଣୁଛି
ସମକକ୍ଷ : ଧୂଆଁ ଟାଣିବା, ଧୂଆଁ ପିଇବା, ଧୂମପାନକରିବା
ଅର୍ଥ : ମନ୍ତ୍ରଆଦି ପଢ଼ି କାହାରି ଉପରେ ଫୁଙ୍କ ମାରିବା
ଉଦାହରଣ :
ଗାଆଁରେ ମନ୍ତ୍ରପ୍ରଭାବ ଦୂର କରିବାପାଇଁ ଗୁଣିଆ ଫୁଙ୍କନ୍ତି
ସମକକ୍ଷ : ଝାଡ଼ିବା