ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝାଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝାଡ଼ିବା   ବିଶେଷ୍ୟ

ଅର୍ଥ : ଝାଡ଼ିବା କାମ

ଉଦାହରଣ : ଏହି କୋଠରୀ ଓଳାଇବା ଆରମ୍ଭ ହୋଇଛି

ସମକକ୍ଷ : ଓଳାଇବା, ଝାଡ଼ୁକରିବା

झाड़ने की क्रिया।

इस कमरे की झड़ाई शुरु है।
झड़ाई, झाड़

The act of cleaning with a broom.

sweeping

ଝାଡ଼ିବା   କ୍ରିୟାପଦ

ଅର୍ଥ : କୌଣସି ଜିନିଷ ଉପରେ ପଡ଼ିଥିବା ଧୂଳିଆଦିକୁ ହଟାଇବା ନିମନ୍ତେ ତାକୁ ଉଠାଇ ଝାଡ଼ିଦେବା

ଉଦାହରଣ : ସେ ବିଛଣା ଝାଡ଼ୁଛି

किसी चीज पर पड़ी हुई धूल आदि हटाने के लिए उसे उठाकर झटका देना।

वह बिस्तर झटक रहा है।
झटकना, झटकारना, झाड़ना

Remove the dust from.

Dust the cabinets.
dust

ଅର୍ଥ : ରୋଗ ବା ପ୍ରେତବାଧା ଦୂର କରିବାପାଇଁ ଝାଡ଼ୁଥିବାବେଳେ ମନ୍ତ୍ରପଢ଼ି ଫୁଙ୍କିବା

ଉଦାହରଣ : ଗୁଣିଆ ସେହି ଲୋକକୁ ଝାଡ଼ୁଛି

ସମକକ୍ଷ : ଝଡ଼ାଫୁଙ୍କା କରିବା

रोग या प्रेत बाधा दूर करने के लिए झाड़ते हुए मंत्र पढ़कर फूँकना।

ओझा उस व्यक्ति को झाड़ रहा है।
झाड़-फूँक करना, झाड़ना, झाड़ना-फूँकना

ଅର୍ଥ : ବଢ଼େଇଚଢ଼େଇ କହିବା

ଉଦାହରଣ : ପ୍ରେମ ନିଜ ସାଙ୍ଗମାନଙ୍କ ଭିତରେ ବହୁତ ହାଙ୍କିମାରେ

ସମକକ୍ଷ : ହାଙ୍କିମରିବା

बढ़-बढ़कर बोलना।

प्रेम अपने दोस्तों के बीच बहुत हाँकता है।
झाड़ना, फेंकना, हाँकना

Talk in a noisy, excited, or declamatory manner.

jabber, mouth off, rabbit on, rant, rave, spout

ଅର୍ଥ : ମନ୍ତ୍ରଆଦି ପଢ଼ି କାହାରି ଉପରେ ଫୁଙ୍କ ମାରିବା

ଉଦାହରଣ : ଗାଆଁରେ ମନ୍ତ୍ରପ୍ରଭାବ ଦୂର କରିବାପାଇଁ ଗୁଣିଆ ଫୁଙ୍କନ୍ତି

ସମକକ୍ଷ : ଫୁଙ୍କିବା

मंत्र आदि पढ़कर किसी पर फूँक मारना।

गाँव में टोना का प्रभाव दूर करने के लिए सोखा लोग फूँकते हैं।
फूँकना, फूंकना

ଅର୍ଥ : କୌଣସି ଜିନିଷ ଉପରେ ପଡ଼ିଥିବା ବା ଲାଗିଥିବା କୌଣସି ଦ୍ୱିତୀୟ ବସ୍ତୁକୁ ହଟାଇବା

ଉଦାହରଣ : ସେ ପ୍ରତିଦିନ ଘର ଓଳାଏ ସେ ଲୁଗା ଉପରେ ଲାଗିଥିବା ଧୂଳି ଝାଡ଼ିଲା

ସମକକ୍ଷ : ଓଳାଇବା, ଖରକିବା, ଝାଡ଼ୁମାରିବା

किसी चीज पर पड़ी या लगी हुई कोई दूसरी चीज को हटाना।

वह हरदिन पूरे घर को झाड़ती है।
उसने कपड़े पर लगी धूल को झाड़ा।
झाड़ना

Remove with or as if with a brush.

Brush away the crumbs.
Brush the dust from the jacket.
Brush aside the objections.
brush