ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଳେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଳେଇବା   କ୍ରିୟାପଦ

ଅର୍ଥ : ନିଆଁ ଲଗେଇବା

ଉଦାହରଣ : ଶତ୍ରୁତା କାରଣରୁ ମଙ୍ଗଳ ପଡ଼ୋଶୀଙ୍କ ଘର ଜଳେଇଦେଲା

ସମକକ୍ଷ : ଜାଳିବା, ନିଆଁଲଗେଇବା

पूरी तरह से भस्म करने के लिए आग लगाना।

दुश्मनी की वजह से मंगल ने अपने पड़ोसी का घर जला दिया।
आग लगाना, जलाना, दाधना, दाहना, फूँकना, फूंकना

ଅର୍ଥ : ନିଆଁରେ କୌଣସି ବସ୍ତୁ ବା ପଦାର୍ଥକୁ ଜଳେଇବାରେ ପ୍ରବୃତ୍ତ କରିବା

ଉଦାହରଣ : ଖାଇବା ତିଆରି କରିବା ପାଇଁ ମାଳତୀ ଚୂଲି ଜଳେଇଲା

ସମକକ୍ଷ : ଫୁଙ୍କିବା

आग के संयोग से किसी वस्तु को जलने में प्रवृत्त करना।

खाना बनाने के लिए मालती ने चूल्हा जलाया।
आग जलाना, जलाना, फूँकना, फूंकना, सुलगाना

ଅର୍ଥ : କାହାର ମନରେ ସନ୍ତାପ,ଇର୍ଷା ଆଦି ଉତ୍ପନ୍ନ କରିବା

ଉଦାହରଣ : ବଡ଼ ଯା ନୂଆ ନୂଆ ଶାଢ଼ି ପିନ୍ଧି ତା ସାନ ଯାଆକୁ ଜଳଉଛି

ସମକକ୍ଷ : ଇର୍ଷାନ୍ୱିତ କରାଇବା, ଚିଡ଼େଇବା

किसी के मन में सन्ताप, ईर्ष्या आदि उत्पन्न करना।

जेठानी नये-नये कपड़े पहनकर अपनी देवरानी को जलाती है।
जलाना

Arouse or excite feelings and passions.

The ostentatious way of living of the rich ignites the hatred of the poor.
The refugees' fate stirred up compassion around the world.
Wake old feelings of hatred.
fire up, heat, ignite, inflame, stir up, wake